ଓଡ଼ିଶା ଖବରନ୍ୟୁଜ୍

ବିଦାୟ ନେଲେ ମାଁ ଶ୍ଵାମକାଳି

ବିଦାୟ ନେଲେ ମାଁ ଶ୍ଵାମକାଳି

ବେଲଗୁଣ୍ଠା଼ :-(ରିପୋର୍ଟ:-ମଦନମୋହନ ବିଶ୍ବାଳ)ଗୋବରା ମେନ୍ ରୋଡ଼ କପିଳେଶ୍ୱର ପ୍ରାଙ୍ଗଣରେ ମା ଶ୍ଵାମକାଳି ପୁଜା ଅନୁଷ୍ଠିତ ହୋଇଥିଲା ,ମା କାଲି ସନ୍ଧ୍ୟାରେ ବିଦାୟ ନେଲେ।

ମା’ଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ଭକ୍ତ ଙ୍କ ଭିଡ଼ ସହିତ ଛୋଟ କୁନି କୁନି ପିଲାଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାଁ ଶ୍ଵାମକାଳି ଯାତ୍ରା ସମାପ୍ତ ହୋଇଛି। ମାଁ ଙ୍କ ବିଦାୟ ନେବା ବେଳକୁ ଗଞ୍ଜାମ ର ପାରମ୍ପରିକ ବାଘ ନାଚ ସହ ଚଣ୍ଡୀ ଚାମୁଣ୍ଡା ପଟୁଆରରେ ଭକ୍ତ ମାଁ ଙ୍କ ବିଦାୟ ଦିଆଯାଉଥିଲା।

ସମସ୍ତ କାର୍ଯ୍ୟ କୁ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକ, ସମ୍ପାଦକ ରବିନ୍ଦ୍ର ଡାକୁଆ,କୋଷାଦକ୍ଷ ଜିତେନ୍ଦ୍ର ପାତ୍ର ସହଯୋଗୀ ଅରବିନ୍ଦ ମୁନି, ସୁସାନ୍ତ ଜେନା,ଟୁକୁ ରଣା,କେଶବ ଗୈଡ, ଲକ୍ଷ୍ମୀ ନାରାୟଣ ମଳିକ ବଣିକ ସଂଘ , ବାସୁଦେବ ପୁର ଓ ଗୋବରା ଗ୍ରାମ ବାସି ସହଯୋଗ କରିଥିଲେ।

Related posts

ନାବାଳିକାକୁ ଦୁଇ ଭାଇ ମିଶି ରେପ୍‌

Odisha Halchal

ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନ

Odisha Halchal

ମଧ୍ୟରାତ୍ରିରେ ଘଟିଛି ବହୁତ ବଡ଼ ଦୁର୍ଘଟଣା

Odisha Halchal

Leave a Comment