ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଛତ୍ରପୁର ଥାନା ଏ ଏସ ଆଇଙ୍କୁ ସମ୍ଭର୍ଦ୍ଧନା

ଛତ୍ରପୁର ଥାନା ଏ ଏସ ଆଇଙ୍କୁ ସମ୍ଭର୍ଦ୍ଧନା

ଛତ୍ରପୁର:-(ରିପୋର୍ଟ-ଗୌର ପ୍ରସାଦ ମହାପାତ୍ର )ରାମଚଣ୍ଡୀ ମନ୍ଦିର କମିଟି ପକ୍ଷରୁ ଛତ୍ରପୁର ଥାନା ଏ ଏସ ଆଇ ବିଚିତ୍ର ପ୍ରସାଦ ଜେନା ଙ୍କୁ ସମ୍ଭର୍ଦ୍ଧନା ଛତ୍ରପୁର ଉପକଣ୍ଠ ନୀଳାଦ୍ରିପୁର ଗ୍ରାମ ନିକଟରେ ଥିବା ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିର ର ନୂତନ ମନ୍ଦିର ପ୍ରତିଷ୍ଠାର ପ୍ରଥମ ରାମଚଣ୍ଡୀ ମୋହଉଚ୍ଚବ ୨୦୨୪ରବିବାର ଦିନ ଉଦଯାପିତ ହୋଇଯାଇଛି।

ଉଦଯାପନୀ ଦିବସ ରେ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ ଛତ୍ରପୁର ଥାନା ଏ ଏସ ଆଇ ବିଚିତ୍ର ପ୍ରସାଦ ଜେନା ଙ୍କୁ ସନମାନିତ କରିଥିଲେ, ଏବଂ ସ୍ଥାନୀୟ କଳାକାର ମାନଙ୍କୁ ଉଚ୍ଚାହିତ କରିବା ସହ ଏଇପରି ମୋହଛବ ଆୟୋଜନ କରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏଇ କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଭୁବନେଶ୍ୱର ମହାନଗର ନିଗମ ର ଡେପୁଟି କମିଶନର ବିନୋଦ ବେହେରା, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଉପଦେଷ୍ଟା ରବୀନ୍ଦ୍ର ନାଥ ପଣ୍ଡା,କମଳ ପଣ୍ଡା, ଟୁଲୁ ପଣ୍ଡା ଙ୍କ ସମେତ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏ ଏସ ଆଇ ବିଚିତ୍ର ପ୍ରସାଦ ଜେନା ଏବଂ ତାଙ୍କ ଟିମ ସୁରକ୍ଷା ବ୍ୟବସ୍ତା ଏବଂ ଟ୍ରାଫିକ ବ୍ୟବସ୍ଥା କଡା କଡ଼ି କରିଥିଲେ।

Related posts

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ

Odisha Halchal

63 ତମ ପୋଲିସ ସହିଦ ଦିବସ ପାଳିତ

Odisha Halchal

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

Leave a Comment