ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଲିସ ଆଇଆଇସି ରିଗଣ କିଣ୍ଡୋଙ୍କୁ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ

ପୁଲିସ ଆଇଆଇସି ରିଗଣ କିଣ୍ଡୋଙ୍କୁ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ

ମାଲକାନଗିରି:- ତା୦୧/୦୪/୨୦୨୨ରିଖ (ରିପୋର୍ଟ କ୍ରିଷ୍ଣପଦୋ ରାୟ) ପୁଲିସକୁ ସଫଳତା ୫ଟି ଚୋରା ମଟର ସାଇକେଲ ସହିତ ୪ ଆସମୀକୁ ଗିରଫ କଲା ପୁଲିସ।

ମଟର ସାଇକେଲ ଚୋରି ରାକେଟକୁ ଧରିବାରେ ସଫଳତା ମିଳିଛି। ଜିଲ୍ଲା ପୋଲିସ କୁଗତ ୨୨ ତାରିଖରେ ବାଲିମେଳା ଛକ ନିକଟରେ ବାସ କରୁଥିବା ଏମ.ରମେଶ ରାଓଙ୍କ ୟାମହା ମାତ୍ର ସାଇକେଲ ଚୋରି ହୋଇଯାଇଥିଲା।

ଏଣେ ମାଲକାନଗିରି ଥାନା ରେ ଏତଲା ଦେବା ପରେ ପୁଲିସ ଆଇଆଇସି ରିଗଣ କିଣ୍ଡୋଙ୍କୁ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।ପୁଲିସ କାଲିମେଳା,ବାଲିମେଳା ଏବଂ ମାଲକାନଗିରି ଟାଉନରୁ ୫ଟି ଚୋରା ମଟର ସାଇକେଲକୁ ଜବତ କରିଥିଲା।

ଏଥିସହ ଏହି ବାଇକ ଗୁଡ଼ିକ ଚୋରି କରିଥିବା ୪ ଜଣ ଚୋରକୁ ଗିରଫ କରାଯାଇଛି।ଆଜି ୪ ଚୋରକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

Related posts

ଶବ କୁ କାନ୍ଧ ଦେଲେନି ଗ୍ରାମବାସୀ

Odisha Halchal

ପଲିଥିନ୍ ତଳେ ଗଢ଼ା ଚାଲିଛି ଭବିଷ୍ୟତ

Odisha Halchal

ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

Odisha Halchal

Leave a Comment