ଅପରାଧଓଡ଼ିଶା ଖବରନ୍ୟୁଜ୍

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

ବଲାଙ୍ଗୀର:- (ରିପୋର୍ଟ:-ଦୀପକ୍ ପାଲ୍)ଜଣେ ଚାଷୀ କେତେ ଯେ ଦୁଃଖ ସହି ଖରା ବରଷା ସୀତ ସହି ଜମିରେ ଚାଷକରୀ ସମଗ୍ର ଜଗତ କୁ ମୁଠାଏ ଖାଇବାକୁ ଦେଉଛି। ହେଲେ ଅତି ଦୁଃଖର ବିଷୟ ଯେ ଆଜି ଜଣେ ଚାଷୀକୁ ମାଡ ମାରି ତାଙ୍କ ସଂଗ୍ରହ କରିଥିବା ଧାନ ପଳରେ ଦୁଇ ଜଣ ଦୁର୍ବୃତ ନିଆଁ ଲଗାଇ ଫେରାର ମାରିବାର ଦରଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ର ବିଡ଼ିଘାଟ ପଂଚାୟତ ରେ ।

ପୂର୍ବତନ ଶତ୍ରୁତାକୁ ନେଇ ରାତ୍ରୀରେ ଦୁର୍ବୃତ୍ତ ମାନେ କୌଶଳ ବାରିକ ନାମକ ଜଣେ ଚାଷୀଙ୍କୁ ଅସଭ୍ୟ ଭାଷାରେ ଗାଲି କରିଥିଲେ । ଗାଲିର ପ୍ରତିବାଦ କରିବାରୁ ତାଙ୍କୁ ପ୍ରଚୁର ମାଡ଼ମାରି ଧାନକୁ ମଧ୍ୟ ନିଆ ଲଗାଇ ଦେଇଥିଲେ। ଦମକଳ ବିଭାଗ ଖବର ପାଇ ଆଜି ସକାଳୁ ପହଞ୍ଚି ନିଆ କୁ ଆୟତ କରି ଲିଭାଇ ବାରେ ସଫଳ ହୋଇଥିଲେ।

Related posts

ନିଆଁରେ ପୋଡ଼ି ମହିଳା ଗୁରୁତର

Odisha Halchal

ଭଲ ପରୀକ୍ଷା ହେଲାନି ବୋଲି ହାରି ଦେଲେ ଜୀବନ

Odisha Halchal

ବନ ବିଭାଗ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା

Odisha Halchal

Leave a Comment