ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌, ସର୍କୁଲାର ଜାରି କଲା ଜାତୀୟ ମେଡିକାଲ କମିଶନ

ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌,

ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ରେ ଫସି ରହିଛନ୍ତି ହଜାର ହଜାର ଡାକ୍ତର ଛାତ୍ରଛାତ୍ରୀ । ଏମାନଙ୍କୁ ପର୍ଯ୍ୟାୟ କ୍ରମେ ଉଦ୍ଧାର କରାଯାଉଛି । ତେବେ ୟୁକ୍ରେନ୍ ରୁ ଭାରତ ଫେରିଥିବା ପ୍ରବାସୀଙ୍କ ପାଇଁ ଆଜି ବଡ଼ ଘୋଷଣା ରିଛନ୍ତି ଭାରତ ସରକାର ।

ୟୁକ୍ରେନ୍ ରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ ହିଁ ଇଣ୍ଟର୍ଣ୍ଣସିପ୍ କରିବେ । ଏନେଇ ଆଜି ଜାତୀୟ ମେଡିକାଲ କମିଶନଙ୍କ ପକ୍ଷରୁ ସର୍କୁଲାର ଜାରି କରାଯାଇଛି ।

କରୋନା ମହାମାରୀ କାରଣରୁ କିମ୍ବା ଋଷ- ୟୁକ୍ରେନ୍ ଯୁଦ୍ଧ ଯୋଗୁ ଭାରତ ଫେରିଥିବା ଡାକ୍ତରୀ ଛାତୟଛ।।ତ୍ରୀଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ଜଣାପଡିଛି ।

ଆଗ୍ରହୀ ଛାତ୍ରଛାତ୍ରୀ ମାନେ ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରିବା ପରେ ମେଡିକାଲ ପରିଷଦରେ ଏହାର ପ୍ରକ୍ରିୟାକରଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ସୁଯୋଗ ଦିଆଯିବ ।

Related posts

ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ

Odisha Halchal

ଖାଉଟି ଯୋଗାଣ କେନ୍ଦ୍ରରେ ଦିନ ତମାମ ପଡିଛି ତାଲା

Odisha Halchal

ଜାନ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀ

Odisha Halchal

Leave a Comment