ଅପରାଧଓଡ଼ିଶା ଖବରନ୍ୟୁଜ୍

ମହାକାଳପଡାରେ ଫୁଟିଲା ଗୁଳି, ଗୋଟିଏ ପରିବାରର ୩ ଜଣ ଗୁରୁତର

ମହାକାଳପଡାରେ ଫୁଟିଲା ଗୁଳି, ଗୋଟିଏ ପରିବାରର ୩ ଜଣ ଗୁରୁତର

ମହାକାଳପଡାରେ ଫୁଟିଲା ଗୁଳି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବବକପୁର ଗାଁରେ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ଗୋଟିଏ ପରିବାର ଉପରକୁ ଆକ୍ରମଣ ହୋଇଛି ।

ତେବେ ଏହି ଗିଳିମାଡରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହିତ ସମସ୍ତଙ୍କର ଅବସ୍ଥା ସଂଙ୍କଟାପର୍ଣ୍ଣ ଥିବା ସୂଚନା ମିଳିଛି ।

ଗୁଳି ମାରିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗାଁ ଲୋକେ କାବୁ କରିଛନ୍ତି । ଅଭିଯୁକ୍ତଙ୍କୁ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି ଗାଁ ଲୋକେ । ଏହାସହିତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ହେଲେ ଏହି ଗୁଳି ମାଡ କାହିଁକି ଏବଂ କେଉଁ କାରଣରୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ ।

Related posts

ଦହ୍ୟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Odisha Halchal

ଅର୍ଚ୍ଚନାଙ୍କ ବୟାନ ପରେ ସୃଷ୍ଟି ହେଲା କମ୍ପନ, ନେତା ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼

Odisha Halchal

70 ପରିବାର ଙ୍କ ଭରସା ସାଜିଛି ବାଉଁଶ ପୋଲ

Odisha Halchal

Leave a Comment