ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌, ସର୍କୁଲାର ଜାରି କଲା ଜାତୀୟ ମେଡିକାଲ କମିଶନ

0
56
ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌,
ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌,

ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ରେ ଫସି ରହିଛନ୍ତି ହଜାର ହଜାର ଡାକ୍ତର ଛାତ୍ରଛାତ୍ରୀ । ଏମାନଙ୍କୁ ପର୍ଯ୍ୟାୟ କ୍ରମେ ଉଦ୍ଧାର କରାଯାଉଛି । ତେବେ ୟୁକ୍ରେନ୍ ରୁ ଭାରତ ଫେରିଥିବା ପ୍ରବାସୀଙ୍କ ପାଇଁ ଆଜି ବଡ଼ ଘୋଷଣା ରିଛନ୍ତି ଭାରତ ସରକାର ।

ୟୁକ୍ରେନ୍ ରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ ହିଁ ଇଣ୍ଟର୍ଣ୍ଣସିପ୍ କରିବେ । ଏନେଇ ଆଜି ଜାତୀୟ ମେଡିକାଲ କମିଶନଙ୍କ ପକ୍ଷରୁ ସର୍କୁଲାର ଜାରି କରାଯାଇଛି ।

କରୋନା ମହାମାରୀ କାରଣରୁ କିମ୍ବା ଋଷ- ୟୁକ୍ରେନ୍ ଯୁଦ୍ଧ ଯୋଗୁ ଭାରତ ଫେରିଥିବା ଡାକ୍ତରୀ ଛାତୟଛ।।ତ୍ରୀଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ଜଣାପଡିଛି ।

ଆଗ୍ରହୀ ଛାତ୍ରଛାତ୍ରୀ ମାନେ ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରିବା ପରେ ମେଡିକାଲ ପରିଷଦରେ ଏହାର ପ୍ରକ୍ରିୟାକରଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ସୁଯୋଗ ଦିଆଯିବ ।

LEAVE A REPLY

Please enter your comment!
Please enter your name here