ଅପରାଧଓଡ଼ିଶା ଖବରନ୍ୟୁଜ୍

ମାତିଛନ୍ତି ସାଇବର ଲୁଟେରା; ପାର୍ବଣ ଋତୁରେ ଲୁଟିଲେ ୫୦ ଲକ୍ଷ

ମାତିଛନ୍ତି ସାଇବର ଲୁଟେରା; ପାର୍ବଣ ଋତୁରେ ଲୁଟିଲେ ୫୦ ଲକ୍ଷ

ପାର୍ବଣ ଋତୁରେ ଭୁବନେଶ୍ୱରରେ ମାତିଲେ ସାଇବର ଲୁଟେରା। ମାତ୍ର ୨୫ ଦିନରେ ସେମାନେ ୫୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଚଳିତ ମାସ ୧ ରୁ ୨୫ ତାରିଖ ମଧ୍ଯରେ ସାଇବର ଅପରାଧ କରି ଠକମାନେ ଏହି ଅର୍ଥ ଲୁଟିଛନ୍ତି।

ୟୁପିଆଇ ଟ୍ରାଞ୍ଜେକସନ୍‌ ମାଧ୍ୟମରେ ସବୁଠାରୁ ଅଧିକ ସାଇବର ଲୁଟ ହୋଇଥିବା କୁହାଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୟୋନୋ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ, କ୍ରେଡିଟ୍ ଓ ଡେବିଟ କାର୍ଡ ଅପଡେଟ ନାଁରେ ସାଇବର ଲୁଟେରାମାନେ ଲୋକଙ୍କଠାରୁ ୫୦ ଲକ୍ଷ ଟଙ୍କା ସ୍ମାର୍ଟ ତରିକାରେ ନେଇଯାଇଛନ୍ତି।

Related posts

132/33 Kv ବିଦ୍ୟୁତ ସବ ଗ୍ରୀଡ଼ ଲୋକାର୍ପଣ

Odisha Halchal

ଯୁବକଙ୍କୁ ନିର୍ଦ୍ଧୁମ ଛେଚି ଥାନାରେ ଜୀମା ଦେଲେ ଲୋକେ

Odisha Halchal

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

Odisha Halchal

Leave a Comment