ଓଡ଼ିଶା ଖବରନ୍ୟୁଜ୍

ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ

ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଝାରବାହାଲି ଗାଁ ରେ ହାତୀ ଉପଦ୍ରବ ।ଚାଷୀମାନେ ଋଣଭାର କରି ଚାଷ କରିଥିବା ଧାନ କୁ ଏବେ ହାତୀ ର ଚିନ୍ତା ମାଡି ଯାଇଛି । ଜଙ୍ଗଲ ରୁ ଜଙ୍ଗଲି ହାତୀପଲ ଆସି କ୍ଷେତ ରେ ସୁନା ର ଧାନ ଫସଲ ଦଳି ଚକଟି ଖାଇ ନଷ୍ଟ କରୁଛନ୍ତି ।

ଯାହା ଫଳରେ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି ।ପ୍ରାୟ ୧୦୦ ଏକର ଚାଷଜମି ଜଙ୍ଗଲୀ ହାତୀ କ୍ଷତି କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।ସବୁଦିନ ରାତି ହୋଇଗଲେ ମାଡି ଆସନ୍ତି ବଣୁଆ ହାତୀ ।

ଜଙ୍ଗଲୀ ହାତୀ ଆସି ବହୁ ଷୟକ୍ଷତି କରୁଥିବା ଚାଷୀ କହିଛନ୍ତି । ସଂଜୀବ କୁମାର ପୁରୋହିତ,ସୁଦାମ ତ୍ରିପାଠୀ, ଶୁଶାନ୍ତ ପୁରୋହିତ,ସତ୍ୟ ନାରାୟଣ ପାଢ଼ୀ, ଆଦି ବହୁ ଚାଷୀ ଙ୍କ ଏକର ଏକର ଧାନ ଖାଇ କ୍ଷତି କରିଛନ୍ତି ।ଚାଷୀମାନଙ୍କ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Related posts

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Odisha Halchal

ବେହେରା ଷ୍ଟାଡିୟମରେ ଅନୁଷ୍ଠିତ ମାଆ ବସ୍ତ୍ରାୟନୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

Odisha Halchal

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍

Odisha Halchal

Leave a Comment