ଅପରାଧଓଡ଼ିଶା ଖବରନ୍ୟୁଜ୍

ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

ପୁଣି ଅଲୋଡା ହେଲା ଶିଶୁ । ଆନନ୍ଦପୁର ବୈତରଣୀ ନଦୀର ରାଜଘାଟ ନିକଟ ବୁଦା ମୂଳରୁ ମଙ୍ଗଳବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି ।

ତେବେ ଶିଶୁପୁତ୍ରକୁ ଜନ୍ମ ପରେ କେହି ଫିଙ୍ଗି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ସ୍ଥାନୀୟ ଲୋକେ ଶିଶୁପୁତ୍ରକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପ୍ରଥାମିକ ଚିକିତ୍ସା ପରେ ଶିଶୁ ପୁତ୍ରକୁ ସୁସ୍ଥ ଥିବା ଜଣାପଡିଛି । ତେବେ କିଏ ଓ କାହିଁକି ସେଠାରେ ଶିଶୁଟିକୁ ଛାଡି ପଳାଇଛି ସେନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ସମ୍ପତ୍ତି ଲୋଭରୁ ସର୍ବନାଶ : ମା’କୁ ହତ୍ୟା କରି ପୋଡିଦେଲା ପୁଅ

Odisha Halchal

ଆଉ ଏକ ପ୍ରେମ ପ୍ରତାରଣା ର କଳା କାହାଣୀ

Odisha Halchal

ପୋଲିସ କବଜାରେ ATM ଲୁଟେରା

Odisha Halchal

Leave a Comment