ଓଡ଼ିଶା ଖବରନ୍ୟୁଜ୍

ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ରାୟଗଡ଼:-(ରିପୋର୍ଟ – ପ୍ରସାଦ ସାହୁକାର) ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଆନ୍ତର୍ଜାତିୟ ଯୋଗ ଦିବସ ଅବସରରେ NSS, NCC ଏବଂ Red Cross ତରଫରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଯୋଗ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ଭି ଆର ରତନଶ୍ରୀ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଡକ୍ଟର ସରସ୍ଵତୀ ରାୟ ଏବଂ ଶ୍ରୀ ରାମଚନ୍ଦ୍ର ବିଡ଼ିକା ଯୋଗ ଶିକ୍ଷା ଦେଇଥିଲେ। ଏହି ଶିବିରରେ ୧୦୦ ରୁ ଅଧିକ ଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଶିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନ ଏସ ଏସ ପିଓ ଶ୍ରୀ ଅଶୋକ କୁମାର ସାହୁ, ଭାସ୍କର ଗୁପ୍ତା, ରେଡକ୍ରସ କାଉନସିଲର ଶ୍ରୀ ଶ୍ରୀନିବାସ ଅଚାରି ଏବଂ ଏନସିସି ଅଧିକାରୀ Lt. ଉଦୟ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡକ୍ଟର ପି କେ ଗନ୍ତାୟତ, ଡକ୍ଟର ବି ଲ୍ ସରାଫ, ଶ୍ରୀ ଏ କେ ଖାଡ଼ଙ୍ଗା ଉପସ୍ଥିତ ରହି ସ୍ବେଛାସେଵୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Related posts

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ? ମୁହଁ ଖୋଲିଲେ ମନ୍ତ୍ରୀ

Odisha Halchal

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

Odisha Halchal

ତାଲା ଭାଙ୍ଗି ଲକ୍ଷ୍ୟlଧିକ ଟଙ୍କା ଚୋରି

Odisha Halchal

Leave a Comment