ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

0
49
ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର
ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

ପୁଣି ଅଲୋଡା ହେଲା ଶିଶୁ । ଆନନ୍ଦପୁର ବୈତରଣୀ ନଦୀର ରାଜଘାଟ ନିକଟ ବୁଦା ମୂଳରୁ ମଙ୍ଗଳବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି ।

ତେବେ ଶିଶୁପୁତ୍ରକୁ ଜନ୍ମ ପରେ କେହି ଫିଙ୍ଗି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ସ୍ଥାନୀୟ ଲୋକେ ଶିଶୁପୁତ୍ରକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ପ୍ରଥାମିକ ଚିକିତ୍ସା ପରେ ଶିଶୁ ପୁତ୍ରକୁ ସୁସ୍ଥ ଥିବା ଜଣାପଡିଛି । ତେବେ କିଏ ଓ କାହିଁକି ସେଠାରେ ଶିଶୁଟିକୁ ଛାଡି ପଳାଇଛି ସେନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.