ଅପରାଧଓଡ଼ିଶା ଖବରନ୍ୟୁଜ୍

ଛତିଶଗଡ଼ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ଛତିଶଗଡ଼ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ଭୁଶୁଡୁଛି ଲାଲ ଗଡ଼ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଆଜି ପୁଣି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

ସୂଚନା ଅନୂସାରେ ବିଜାପୁର ନେମେଡି ଥାନା ଅନ୍ତର୍ଗତ କେକା ଏବଂ ମେସେଲା ଜଙ୍ଗଲରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଥିବା ସୂଚନା ପାଇ ଡିଆରଜି ଏବଂ ସିଆରପିଏଫ ଯବାନ ଚଢ଼ାଉ କରିଥିଲେ ।

ଏହି ଅପରେସନ୍‌ରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହା ସହିତ ଜଣେ ସୁରକ୍ଷାକର୍ମୀ ମଧ୍ୟ ଗରୁତର ଭାବରେ ଆହାତ ହୋଇଥିବା ଛତିଶଗଡ଼ ପୋଲିସ୍ ପକ୍ଷଣୁ ସୂଚନା ଦିଆଯାଇଛି ।

Related posts

ଘାରିଲା ଟଙ୍କା ଲୋଭ, ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା, ନାଳରେ ଫିଙ୍ଗିଦେଲା…

Odisha Halchal

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

Odisha Halchal

ମୋ ବାପାର ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ

Odisha Halchal

Leave a Comment