ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମୁଖ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

ମୁଖ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

ଆସନ୍ତା ଏପ୍ରିଲ ୨୯ ତାରିଖରୁ ହେବ ମାଟ୍ରିକ ପରୀକ୍ଷା । ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ ୬ ତାରିଖ ଯାଏଁ ଚାଲିବ । ଏନେି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ । ଯଥା ସମ୍ଭବ ପରୀକ୍ଷାଗୁଡିକ ନିଜ ସ୍କୁଲରେ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

ସେହିପରି ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ନିଜ ସ୍କୁଲରେ ପରୀକ୍ଷା ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ହେବ । ୩ଟି ପଦ୍ଧତିପରେ ମାଧ୍ୟମିକ ଶିକ୍ଷା ପରିଶଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ ।

Related posts

କାନ୍ଧରେ ବୁହାହେଲା ଗୁରୁତର ରୋଗୀ

Odisha Halchal

ଦୀପିକାଙ୍କୁ ଓସ୍କାର ଆୱାର୍ଡ, ମେଣ୍ଟାଲ୍‌ ହେଲ୍‌ଥ୍‌ ସଚେତନତା ପାଇଁ ହେଲେ ପୁରସ୍କୃତ

Odisha Halchal

ପୋଲିସ ଦ୍ୱାରା ଜନସମ୍ପର୍କ ଶିବିର

Odisha Halchal

Leave a Comment