ଓଡ଼ିଶା ଖବରନ୍ୟୁଜ୍

ଘର ଭୁଷୁଡି ବୃଦ୍ଧ ମୃତ

ଘର ଭୁଷୁଡି ବୃଦ୍ଧ ମୃତ

ନବରଙ୍ଗପୁର :-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ )ଲଗାଣ ବର୍ଷା ନେଇଛି ବୃଦ୍ଧ ଙ୍କ ଜୀବନ l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧଣ୍ଡରା ଗ୍ରାମ ରେ ବୃଦ୍ଧ ଗଙ୍ଗାଧର ଶୌରା ବୟଷ (୬୪) ଜଣକ ରାତିରେ ଶୋଇଥିବା ସମୟରେ ପ୍ରବଳ ବର୍ଷା ଯୋଗୁଁ ଘର ଟି ଅଧାରୁ ଅଧିକ ଭୁଷୁଡି ପଡିଥିଲା ଫଳରେ ବୃଦ୍ଧ ଜଣକ ଭଙ୍ଗା କାନ୍ଥ ତଳେ ଚାପି ହୋଇ ଯାଇଥିଲେ ଓ ଘଟଣା ସ୍ଥଳରେ ଚାପି ହୋଈ ମୃତ୍ୟୁ ବରଣ କରିଥିଲେl ଶୋଇଥିବା ସମୟରେ ଏଭଳି ଅଘଟଣ ଘଟି ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳ କୁ ନନ୍ଦାହାଣ୍ଡି ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ l ତେନ୍ତୁଳିଖୁଣ୍ଟି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି।

Related posts

ରାଷ୍ଟ୍ରପତି ନିର୍ବାଚନରେ ସତ୍ୟେନ୍ଦ୍ର ଜୈନ ଓ ସନୀ ଦେଓଲ ସମେତ ୧୩ ସଦସ୍ୟ ଭୋଟ ଦେଲେନି

Odisha Halchal

ନାବାଳିକା ଝିଅକୁ ବିକ୍ରି କଲା ବାପା

Odisha Halchal

ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଲୟରେ କାର୍ଯ୍ୟରତ ଡିଇଓ

Odisha Halchal

Leave a Comment