ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଛି। ଏଥିସହ ତାଙ୍କ ଘରେ ବାହାରେ ଏକ ନୋଟିସ୍‌ ମଧ୍ୟ ମାରିଛି ବିଏମ୍‌ସି।

ଲାରା କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏଥିସହ ଘର ବାହାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ର ପୋଷ୍ଟର ଲଗାଇଛି ବିଏମସି ।

ସୂଚନା ମୁତାବକ, କେବଳ ଲାରା ହିଁ କରୋନାରେ ସଂକ୍ରମଣ ହୋଇଛନ୍ତି। ତାଙ୍କ ପରିବାର ଅନ୍ୟ କୌଣସି ସଦସ୍ୟ ସଂକ୍ରମିତ ହୋଇନଥିବାର ମଧ୍ୟ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Related posts

ବାହୁଡ଼ା ଯାତ୍ରାରେ ଅଘଟଣ

Odisha Halchal

ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା?

Odisha Halchal

ଆସନ୍ତାକାଲି ଉପକୂଳ ଓଡିଶାରେ ଝଡବର୍ଷା ସମ୍ଭାବନା, ମାର୍ଚ୍ଚ ପ୍ରଥମ ସପ୍ତାହରେ ଜାରି ରହିବ ବର୍ଷା

Odisha Halchal

Leave a Comment