ଓଡ଼ିଶା ଖବରନ୍ୟୁଜ୍

ଏସଡିପିଓ ଶୁଭେନ୍ଦୁ ପାତ୍ର ହେଲେ କନ୍ଦାମାଳ ଏସପି

ଏସଡିପିଓ ଶୁଭେନ୍ଦୁ ପାତ୍ର ହେଲେ କନ୍ଦାମାଳ ଏସପି

ମାଲକାନଗିରି:-(ରିପୋର୍ଟ:-କ୍ରିଷ୍ନପଦ ରାୟ)ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ମାଲକାନଗିରି ରେ କାର୍ଯ୍ୟରତ SDPO ଶୁଭେନ୍ଦୁ ପାତ୍ର ହେଲେ କନ୍ଦାମାଳ ଏସ୍ପି ।

ଆଜି ତାଙ୍କ ପଦୋନ୍ନତୀ ହୋଇଥିବା ଜଣାପଡିଛି। ଦିର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ମାଲକାନଗିରି ଜିଲ୍ଲାରେ ନିଜର କର୍ତ୍ତବ୍ୟକୁ ଅତି ସଠିକ ଭାବରେ ନିଭାଇବା ସହିତ, ଅନେକ ମାଓ ଅପରେସନରେ ଶ୍ରୀ ପାତ୍ର ସାମିଲ ରହିଥିଲେ। ବଡ଼ ବଡ଼ ମାଓକେମ୍ପ ଠାବ ସହିତ ମାଓ ପ୍ରବଣ ଅଞ୍ଚଳରେ ନିଜର ଛାପ ଛାଡ଼ିଛନ୍ତି ।

ଆଜି ରାଜ୍ୟରେ ମୋଟ ୧୧ ଆଇପିଏସ ଅଧିକାରୀଙ୍କୁ ଅଦଳବଦଳ ହୋଇଥିବା ବେଳେ। ମାଲକାନଗିରି କାର୍ଯ୍ୟରତ ଏସଡିପିଓ ଶୁଭେନ୍ଦୁ ପାତ୍ର ହେଇଛନ୍ତି। କନ୍ଧମାଳ ଏସପି, ଆଗକୁ ଶ୍ରୀ ପାତ୍ର କନ୍ଧମାଳ ଜିଲ୍ଲାରେ ଏସପି ଭାବେ ଦାୟିତ୍ଵ ତୁଲାଇବେ।

Related posts

ମହଙ୍ଗା ପଡିଲା ଭିଡିଓ ପୋଷ୍ଟ ନିଶା ,ଅଳ୍ପକେ ବର୍ତିଲେ ଛାତ୍ର

Odisha Halchal

ମୁକେଶଙ୍କୁ ବଡ଼ ଝଟକା, ଭିଆଇପିର ୩ ବିଧାୟକ ବିଜେପିରେ ମିଶିଲେ

Odisha Halchal

ଅବ୍ୟବସ୍ଥାରେ ଚାଲିଛି ଧାନମଣ୍ଡି

Odisha Halchal

Leave a Comment