ଓଡ଼ିଶା ଖବରନ୍ୟୁଜ୍

ଗଜପତିରେ କେନ୍ଦ୍ର ବୟନ ଶିଳ୍ପ ଓ ରେଳ ରାଷ୍ଟ୍ର ମନ୍ତ୍ରୀ

ଗଜପତିରେ କେନ୍ଦ୍ର ବୟନ ଶିଳ୍ପ ଓ ରେଳ ରାଷ୍ଟ୍ର ମନ୍ତ୍ରୀ

ଗଜପତି :-(ରିପୋର୍ଟ :-ପିତାମ୍ବର ସାରଙ୍ଗ)କେନ୍ଦ୍ର ରେଳ ଓ ବୟନ ଶିଳ୍ପରାଷ୍ଟ୍ର ମନ୍ତ୍ରୀ ଶ୍ରୀମତି ଦର୍ସନ ଜର୍ଦଷ ଆଜି ଗଜପତି ଜିଲ୍ଲା ଗସ୍ତ କରି ଫେରିଯାଇଛନ୍ତି ସ୍ଥାନୀୟ ସକ୍ରଟ ହଉସ ଠାରେ ମନ୍ତ୍ରୀ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଆରକ୍ଷୀ ଅଧିକା ସ୍ୱତୀ ଏସ.କୁମାରୀ, ଏ.ଡି.ଏମ୍
ସଂଗ୍ରାମ କେଶରୀ ପଣ୍ଡା ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲଚନା କରିଥିଲେ |

ଆକାଂକ୍ଷା ଜିଲ୍ଲା ଯୋଜନା ପ୍ରତି ଧ୍ୟାନ ଦେବାକୁ କହିଥିଲେ ପରେ ପାରଳାର ନୂତନ ନିର୍ମାଣଧିନ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ |
ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ରେଲଷ୍ଟେସନର ବିକାଶ ଉନ୍ନତି ଏବଂ ଥରବାଲି ପଯ୍ୟନ୍ତ ନୂତନରେଳ ଲାଇନ ନର୍ମାଣ କରିବା ପାଇଁ ସାମ୍ବାଧିକମାନେ ପ୍ରଶ୍ନ କରିଥିଲେ |

ଯୋଜନା କରାଯଉଛି ରାଜ୍ୟ ସରକାର ଯେତେ ଶୀଘ୍ର ଜମି ଯଗାଈଦେବ ସେତେ ଶୀଘ୍ର ସମ୍ଭବ ହୋଇପାରିବ ବୋଲି କହିଥିଲେ |
ଏହି ରେଲେପଥ ଭାରତ ବର୍ଷରେ ପୁରାତନ ଏହି ରେଳଫାଥର ପ୍ରତି ଷ୍ଟେସନରେ ସର୍ବଙ୍ଗୀନ ଉନ୍ନତି କରାଯିବ ବୋଲି କହିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ପାରଳା ବିଧାୟକ କେ.ନାରାୟଣ ରାଓ, ଡି.ଆର.ଏମ ଶ୍ଵାଷକ ମିଶ୍ର ବି.ଜେ.ପି ନେତା ଭୃଗୁ ବସ୍କି ପାତ୍ର,ଜଗନ୍ନାଥ ମିଶ୍ର ଆଦି ଯୋଗ ଦେଇଥିଲେ

Related posts

ମାଟି ମାଫିଆଙ୍କ ଦୌରାତ୍ମ୍ୟ ବିପଦରେ ଶାଗୁଣା ଘାଇ

Odisha Halchal

କୂଅ ଭିତରୁ ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Odisha Halchal

ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା

Odisha Halchal

Leave a Comment