ଅପରାଧଓଡ଼ିଶା ଖବରନ୍ୟୁଜ୍

ରାସ୍ତାରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ

ରାସ୍ତାରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ

ଚିତ୍ରକୋଣ୍ଡା :-(ରିପୋର୍ଟ :-ସହଦେଵ ପାଙ୍ଗି )ରାସ୍ତାରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ। କାଙ୍କରାଇପଡା ଓ ଗୁଣ୍ଠ।ୱାଡା ମୁଖ୍ୟ ରାସ୍ତାରେ ମହିଳାଙ୍କୁ କରାଯାଇଛି ଗଳା କାଟି ହତ୍ୟା ।

ମୃତ ମହିଳାଙ୍କ କୌଣସି ପରିଚୟ ଜଣା ପଡ଼ିନଥିବା ବେଳେ, ଘଟଣା କୁ ନେଇ ଉଠୁଛି ଅନେକ ପ୍ରଶ୍ନ। କୌଣସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମହିଳାଙ୍କ ବେକକୁ କାଟି ଥିବା ଜଣାପଡିଛି ।

ଗତକାଲି ରାତ୍ରିରେ କିଛି ଦୁର୍ବୃତ୍ତ ମହିଳା ଙ୍କୁ ଡାକି ଆଣି ଜଙ୍ଗଲ ମଝିରେ ବଳାତ୍କାର କରି ହତ୍ୟା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି ସ୍ଥାନୀୟ ଲୋକଙ୍କ ମନରେ। ବର୍ତ୍ତମାନ ମଧ୍ଯ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି ରାସ୍ତା ପାର୍ଶ୍ଵରେ ମୃତ ଦେହ।

Related posts

ଓଡ଼ିଆଙ୍କ ପ୍ରଥମ ପରିଚୟ ପଖାଳ

Odisha Halchal

ଋଣ ଓ ଚାକିରୀ କରାଇଦେବା ନା ରେ ଲକ୍ଷାଧିକ ଟଙ୍କା ର ଠକେଇ

Odisha Halchal

ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକା

Odisha Halchal

Leave a Comment