ଓଡ଼ିଶା ଖବରନ୍ୟୁଜ୍

ଓଡ଼ିଆଙ୍କ ପ୍ରଥମ ପରିଚୟ ପଖାଳ

ଓଡ଼ିଆଙ୍କ ପ୍ରଥମ ପରିଚୟ ପଖାଳ

ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଓଡ଼ିଆଙ୍କ ପ୍ରଥମ ପରିଚୟ ଥାଏ ପଖାଳ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପଖାଳର ଚାହିଦା କିଛି ନିଆରା ଭାବେ ଥାଏ ।

ତେଣୁ ପଖାଳର ସ୍ୱତନ୍ତ୍ରତାକୁ ବଜାଇ ରଖିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ ।

ଏହି ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଆଜି ପୁରୀ ବେଳାଭୁମିରେ ଏହାକୁ ସାରା ବିଶ୍ୱ ସାମ୍ନାରେ ଦର୍ଶାଉଛି । ଏହି ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Related posts

ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

Odisha Halchal

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁ

Odisha Halchal

ଏସିଆନ୍ ଟ୍ରାକ୍ ସାଇକ୍ଲିଂ: ସ୍ବସ୍ତି ଓ ଦୀନେଶଙ୍କୁ ସମ୍ବର୍ଦ୍ଧନା

Odisha Halchal

Leave a Comment