ଓଡ଼ିଶା ଖବରନ୍ୟୁଜ୍

କଣ୍ଠଶିଳ୍ପୀ ବିଜୟଙ୍କୁ ନେଇ ଚର୍ଚ୍ଚା

କଣ୍ଠଶିଳ୍ପୀ ବିଜୟଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡ଼ା ( ଜି:ପ୍ର, ଓଡିଶା ହାଲଚାଲ):-କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ବିଜୟ କୁମାର ନାୟକ ଙ୍କ ଘର। ସେ ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଭିନ୍ନ ଆଲବମ୍, ଭଜନ ଗୀତ ଗାଇ ଗୋଟିଏ ଭଲ ସିଙ୍ଗର ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବିଜୟ। ଜଣେ ସାଧାରଣ ମଣିଷ ଭାବେ ବେଶ୍ ଜଣାଶୁଣା।

ପ୍ରଥମେ ସେ ପଞ୍ଚାୟତର ସେକ୍ରେଟାରୀ ଥିଲେ ୨୦୦୯ ମସିହାରେ VLW କାର୍ଯ୍ୟ କୁ ଆସିଲେ। ଚାକିରି ଭିତରେ ତାଙ୍କର ବିଭିନ୍ନ ଆଲବମ୍, ଭଜନ ଗୀତ ଗାଇ ଏବେ ଚର୍ଚ୍ଚାରେ। ଏପରିକି ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ୍‌ରେ ତାଙ୍କର ଗୀତ ଗାଇବା ନେଇ ବେଶ୍ ଚର୍ଚ୍ଚା।

ବିଜୟଙ୍କ ଗୀତ ଗାଇବା ନେଇ ଭଲ ପାଉଥିବା ଲୋକେ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ତାଙ୍କର ମଧ୍ୟ ଦୁଇଟି ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ଅଛି। ତାଙ୍କର ଏହି କଳା କୌଶଳ ଦେଖିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା। ରାଜକନିକା ଅଞ୍ଚଳରେ ବିଜୟଙ୍କ ଘର। ସ୍ତ୍ରୀ, ପୁଅକୁ ନେଇ ତାଙ୍କ ପରିବାର।

Related posts

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Halchal

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

Odisha Halchal

ବାପାଙ୍କୁ ଚିଠି ଲେଖି ଜୀବନ ହାରିଲେ

Odisha Halchal

Leave a Comment