Home Page 128
ଅପରାଧଓଡ଼ିଶା ଖବରନ୍ୟୁଜ୍

ରକ୍ତ ସମ୍ପର୍କରେ ପାପର ଛିଟା, ଝିଆରୀକୁ ଗର୍ଭବତୀ କଲା କକା

Odisha Halchal
ପିଶାଚ କକା। ରକ୍ତ ସମ୍ପର୍କର ଝିଆରୀକୁ ଛାଡ଼ିଲାନି। ବାପାମା’ ନ ଥିବା ବେଳେ ନାବାଳିକା ଝିଆରୀର ହାତଗୋଡ଼ ବାନ୍ଧି ଦୁର୍ଷ୍କମ କରି ୮ ମାସର ଗର୍ଭବତୀ କଲା। ଏଭିଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

Odisha Halchal
ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି। ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସେ କହିଛନ୍ତି
ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ

Odisha Halchal
ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍‌କ ସହ ବିବାଦକୁ ନେି ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ପୁଣି ଏକ ଭିଡିଓକୁ ନେଇ
ଅପରାଧଓଡ଼ିଶା ଖବରନ୍ୟୁଜ୍

କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା

Odisha Halchal
କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ସେମାନଙ୍କୁ
ଅପରାଧଓଡ଼ିଶା ଖବରନ୍ୟୁଜ୍

ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

Odisha Halchal
ହତ୍ୟା ନା ଆତ୍ମହତ୍ୟା । ଯଦି ହତ୍ୟା ହୋଇଛି , ତାହାଲେ କିଏ କରିଛି ହତ୍ୟା ? ଆଉ କାହିଁକି ? କଟକ କୃଷକ ବଜାର ପାଣି ଟାଙ୍କି ତଳେ ଯୁବତୀଙ୍କ ମୃତଦେହ ମିଳିବା
ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

Odisha Halchal
ସଂପର୍କରେ ଦାଗ । ବୁଝିଲାନି ବାପା ଓ ପୁଅର ସଂପର୍କ । ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି
ଦେଶ ବିଦେଶନ୍ୟୁଜ୍

ପେଟ୍ରୋଲ-ଡିଜେଲର ଆକାଶ ଛୁଆଁ ଦର ଭିତରେ ଇଣ୍ଡିଆନ ଅୟଲ ମାଲାମାଲ, କଲା ରେକର୍ଡ ଲାଭ

Odisha Halchal
ପେଟ୍ରୋଲିୟମ ଉତ୍ପାଦନରେ ଦେଶର ଅଗ୍ରଣୀ ସରକାରୀ କମ୍ପାନୀ ଇଣ୍ଡିଆନ ଅୟଲ ଗତ ଆର୍ଥିକ ବର୍ଷରେ ରେକର୍ଡ ଲାଭ କରିଛି। କମ୍ପାନୀ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନୀ ୨୪,୧୮୪ ଟଙ୍କାର
ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି : ଲାଇସେନ୍ସ ରଦ୍ଧ ପାଇଁ ଲେଖାଯିବ ଚିଠି-ଡିସିପି

Odisha Halchal
ଭୁବନେଶ୍ୱର ସିଆରପି ଛକରେ ଏୟାର ଫାୟରିଂ ଘଟଣା । ସ୍ତ୍ରୀ ବନ୍ଧୁକରୁ ଗୁଳି ଫୁଟାଇଥିଲେ ସ୍ୱାମୀ । ଘଟଣାସ୍ଥଳରୁ ମିଳିଛି ଦୁଇଟି ଖୋକା । ଅଭିଯୁକ୍ତ ବିନୟଙ୍କ ସ୍ତ୍ରୀଙ୍କ ନାଁରେ ରହିଛି ବନ୍ଧୁକ ଲାଇସେନ୍ସ
ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୁଣୀ ଗାରେଡ଼ି ସନ୍ଦେହରେ ପିଟି ପିଟି ହତ୍ୟା କଲେ ଲୋକେ

Odisha Halchal
ମାଲକାନଗିରି:- ୧୮/୦୫/୨୦୨୨(ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା, କାଙ୍ଗୁରକୋଣ୍ଡାଆଜି ସକାଳ ୮ ଘଟିକା ସମୟରେ କାଙ୍ଗୁରୁକୋଣ୍ଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତି ଙ୍କୁ ପିଟି ପିଟି ହତ୍ୟା କରିଥିବା ଭଳି ଗୋଟିଏ ଅଭାବନିୟ ଘଟଣା
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ

Odisha Halchal
ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ କରୁଛନ୍ତି ମହାଠକ ସୁକେଶ ତିହାର ଜେଲ୍‌ରେ ଦିନକାଟୁଥିବା ୨୦୦ କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଜେଲ କର୍ତ୍ତୃପକ୍ଷ