ଓଡ଼ିଶା ଖବରନ୍ୟୁଜ୍

କଫା ବଝୋଇ ଘାଡି ଓଳଟି ପଡି ରହିଛି

କଫା ବଝୋଇ ଘାଡି ଓଳଟି ପଡି ରହିଛି

ରାୟଗଡା :-ରାୟଗଡା ଅଭିମୁଖେ ଆସୁଥିବା ଏକ କଫା ବୋଝେଇ ଟ୍ରକ ଥୁରୁବାଲି ନିକଟସ୍ଥ ଦେପୁରୁ ଗ୍ରାମ ଠାରେ ଦୁତ ଗତିରେ ଆସୁ ଥିବା ସମୟରେ ରାସ୍ତା କୋଢେର କଫା ବଝୋଇ ଘାଡି ଓଳଟି ପଡି ରହିଛି।

ଘାଡି ନମ୍ବର OD 02 BE 9477 ଘଟଣା ସ୍ଥଳରେ ଡ୍ରାଇଭର ଓ ହୋଲଫର ଫେରାର ହୋଇଛନ୍ତି। ବୋଲି ସୁଚନ। ମିଳିଛି ଦୁର୍ଘଟଣା ହୋଇଥିବା ସ୍ଥାନରେ ପୋଲିସ ପ୍ରଶାସନ ଏ ଯାଇ ପହଞ୍ଚି ନାହାନ୍ତି।

Related posts

ଆସନ୍ତୁ ବୁଲିଯିବା ଗୁଞ୍ଜିୱାଡା ଜଳପ୍ରପାତ

Odisha Halchal

ତାର ମରାମତି ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ

Odisha Halchal

ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦୋଷ ଧରିଦେଲେ ଗାଁ ଲୋକେ

Odisha Halchal

Leave a Comment