ଓଡ଼ିଶା ଖବରନ୍ୟୁଜ୍

ରଙ୍ଗ ମାଟି ନେଲା ଜଣ ଙ୍କ ଜୀବନ

ରଙ୍ଗ ମାଟି ନେଲା ଜଣ ଙ୍କ ଜୀବନ

ନବରଙ୍ଗପୁର:-(ରିପୋର୍ଟ :-ଗୁଲସନ କୁମାର )ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମୋଡ଼ା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟନଣା ସକାଳ ଭର 6ଟା ରେ ନାକାଟିସିମଡା ର ପାଞ୍ଚ ଜଣ ଝିଅ ମିଶିକି ରଙ୍ଗ ମାଟି ଆଣି ବାକୁଯାଇ ଥିଲେ

ସେଇ ଜାଗରେ ଦୁଇ ଜଣ ଝିଅ ଙ୍କ ଉପରେ ମାଟି ଖୋସି ପଡିବାରୁ ଘଟଣା ସ୍ଥଳରେ ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳକୁ ଜଣ ଙ୍କୁ ଗୁରୁତ୍ୱ ରେ ହେଇଥୁବାରୁ ଯୋଡ଼େଙ୍ଗା ମେଡ଼ିକାଲରୁ ଉମରକୋଟ କୁ ରିଫେର କରିଥିବା ଜଣା ପଡିଛି,

ସୂଚନା ଅନୁଯାଇ ସାଗରପାରା ମାଟି ଆଣିବାକୁ ଯାଇ ଜଣ ଙ୍କର ମୃତ୍ୟୁ ଘଟିଛି ସେ ହେଲେ ରୁମା ଗଣ୍ଡଙ୍କ ଝିଅ ବୁଦିନୀ ଗଣ୍ଡ ଜଣେ ଗୁରୁତ ଅବସ୍ଥା ରେ ଶିବରାତ୍ରି ଗଣ୍ଡ କୁ ମେଡିକାଲ କୁ ଭରତୀ କରାଯାଇଛି.

Related posts

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

Odisha Halchal

ଠିକାଦାର ଙ୍କ ମାରଣାତ୍ମକ ଅସ୍ତ୍ର ଚୋଟ ରେ ଶ୍ରମିକ ଆହତ

Odisha Halchal

୩ ଦିନ ପରେ ନେଇଥାନ୍ତେ ଅବସର, ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଶିକ୍ଷା ଅଧିକାରୀ

Odisha Halchal

Leave a Comment