ଓଡ଼ିଶା ଖବରନ୍ୟୁଜ୍

ଆପଣ ଓଟିଇଟି ପରୀକ୍ଷା ଦେଇଥିଲେ କି

ଆପଣ ଓଟିଇଟି ପରୀକ୍ଷା ଦେଇଥିଲେ କି

ଭୁବନେଶ୍ବର:-(ବ୍ୟୁରୋ ଓଡିଶା ହାଲଚାଲ) କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ତଥା ସ୍ପେଶାଲ ଓଟିଇଟି-୨୦୨୨ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି।

୩୧, ୪୯୨ଜଣ ଛାତ୍ରଛାତ୍ରୀ ଓଟିଇଟି-୨୦୨୨ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୬,୧୭୧ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଟିଇଟି-୨୦୨୨ପରୀକ୍ଷାରେ ୪୯.୮୪ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

www.bseodisha.ac.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଗତ ଅଗଷ୍ଟ ୨୨ରେ ଏହି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥିଲା।

Related posts

ଭାଇରାଲ ହେଉଛି ଅଡିଓ- ସବୁବେଳେ କାହିଁକି ରାଗୁଛୁ, SORRY, LOVE YOU

Odisha Halchal

ସ୍ତ୍ରୀକୁ ଜିଅନ୍ତା ସମାଧି ଦେଇଦେଲା ସ୍ୱାମୀ

Odisha Halchal

ପୁଅର କଟୁରୀ ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ ଜଣ ଗୁରୁତର

Odisha Halchal

Leave a Comment