ଅପରାଧଓଡ଼ିଶା ଖବରନ୍ୟୁଜ୍

ବନ୍ଧୁକ ଦେଖାଇ ଖାଇଲେ ଉତ୍ତମ ମଧ୍ୟମ

ବନ୍ଧୁକ ଦେଖାଇ ଖାଇଲେ ଉତ୍ତମ ମଧ୍ୟମ

ବଲାଙ୍ଗିର:-(ନି:ପ୍ର: ଓଡିଶା ହାଲଚାଲ ) ଗୋଟେ ପେଟ୍ରୋଲ ପମ୍ପ ଠାରେ ଫୋନ ରେ କଥା ହେଉଥିବା ଜଣେ ଯୁବକକୁ ପେଟ୍ରୋଲ ପମ୍ପ କର୍ମଚାରୀ କଥା ହେବାର ଦେଖି ମନା କରିବା ସହିତ ରେକୋଡ଼ିଂ କରିବାରୁ ଯୁବକ ଜଣକ ରାଗି ଯାଇ ହଠାତ୍ ପକେଟ୍ ରୁ ବନ୍ଧୁ କ ବାହାର କରି ଡରାଇ ବାର ଭିଡିଓ ଏବେ ସାରା ରାଜ୍ୟ ରେ ଭାଇରାଲ୍ ହେବାରେ ଲାଗିଛି ।

ଯୁବକ ଜଣକ ତାଙ୍କ ପକେଟ୍ କୁ ହାତ ପୁରାଇ ବନ୍ଧୁକ ଟାଣି ଦେଇଥିଲେ କର୍ମଚାରୀ ଉପର କୁ ହେଲେ ପେଟ୍ରୋଲ ପମ୍ପ କର୍ମଚାରୀ ମଧ୍ୟ ସାହାସ ଦେଖାଇ ତାଙ୍କ ଉପର କୁ ମାଡି ଯାଇଥିଲେ ଓ ତାଙ୍କ ସମସ୍ତ ସହ କର୍ମୀ ମାନଙ୍କୁ ଡାକି ଭଲ ଭାବରେ ଉତ୍ତମ ମାଧ୍ୟମ ଦେବାର ସିଶି ଟିଭି ଭିଡିଓ ହେଲା କଏଦ୍ ଆସନ୍ତୁ ନଜର ପକାଇ ବା ସେହି ଭିଡିଓ ଉପରେ

Related posts

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ଉପରକୁ ଏସିଡ ମାଡ଼

Odisha Halchal

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ସହ ବୋମାମାଡ

Odisha Halchal

Leave a Comment