ଅପରାଧଓଡ଼ିଶା ଖବରନ୍ୟୁଜ୍

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ସହ ବୋମାମାଡ

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ସହ ବୋମାମାଡ

ଭୁବନରେ ଗୁଳିମାଡ ସହ ବୋମାମାଡ ହୋଇଛି । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଗୋଟିଏ ପରିବାରର ବୋଲି ଜଣାପଡିଛି । ଭୁବନ ଥାନା ସୁରପ୍ରତାପପୁର ଗାଁର ଘଟଣା ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ଗୁଳିମାଡ ଓ ବୋମାମାଡ ହୋଇଛି ।

୩ ଗୁରୁତର ହେଲେ ୫୧ ବର୍ଷ ବୟସ୍କ ଜୟପ୍ରକାଶ ରାଉତ, ୫୩ ବର୍ଷ ବୟସ୍କ ଜିତେନ୍ଦ୍ର ରାଉତ ଓ ୨୨ ବର୍ଷ ବୟସ୍କ ଶୁଭଙ୍କର ପ୍ରିୟଦର୍ଶୀ ରାଉତ । ୩ ଗୁରୁତରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସୁରପ୍ରତାପପୁର ସରପଞ୍ଚଙ୍କ ସ୍ବାମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Related posts

ଆରଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

Odisha Halchal

ମାଓ କେମ୍ପ ଠାବ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ SP

Odisha Halchal

ସିଦ୍ଧେଶ୍ବର କୃଷକ ଉତ୍ପାଦକ ସଂଘର ସଭା ଅନୁଷ୍ଠିତ

Odisha Halchal

Leave a Comment