ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ,ଶବ ରଖି ରାସ୍ତା ଅବରୋଧ।
ମାଲକାନଗିରି ତାରିଖ- ୦୪/୦୨/୨୦୨୨ ( ରିପୋର୍ଟ, କ୍ରିଷ୍ଣପଦୋ ରାୟ) ମାଲକାନଗିରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ଅଭାବନୀୟ ଘଟଣା ଘଟିଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କର ଅବହେଳା ଯୋଗୁଁ ଜଣେ ନାବାଳକର ମୃତ୍ୟୁ...