ଓଡ଼ିଶା ଖବରନ୍ୟୁଜ୍

ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା

ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା

ପୁଣି ଏକ ଲଜ୍ଜା ଜଣକ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି, ପୁରୁଷ ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା ତେବେ ପ୍ରେମୀ ଯୁଗଳ ସିନା ଭୁଲ୍ କରିଛନ୍ତି।

ହେଲେ ଏହି ସାଧାରଣ ଲୋକଙ୍କ ହୀନ ମାନସିକତା ଟିକେ ଦେଖନ୍ତୁ, ଝିଅଟିର ପୋଷାକ ଖୋଲିବାକୁ ବାଧ୍ୟ କରୁଛନ୍ତି, ଏହି ନିର୍ଲଜ ମାନେ। ଦୁହେଁ ଏମାନଙ୍କୁ ପାଖରେ ଭିଡିଓ ନ କରିବାକୁ କାନ୍ଦି କାନ୍ଦି ଅନୁରୋଧ କରୁଛନ୍ତି। କିନ୍ତୁ ଅମାନବୀୟ ଲୋକ ମାନେ ତାଙ୍କ କଥା ଶୁଣିବାକୁ ନାରାଜ।

https://fb.watch/aQTNglxwx9/

Related posts

ମାନସ ସ୍ୱାଇଁ ହତ୍ୟା ମାମଲା : ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

Odisha Halchal

ଆଗୁଆ ଜାମିନ ଆବେଦନ ଶୁଣାଣି ପୂର୍ବରୁ ବନ୍ଧା ହେଲେ ଜଗବନ୍ଧୁ

Odisha Halchal

ପତ୍ନୀ ଘରକୁ ଫେରିବାକୁ ମନା କରିବାରୁ ସ୍ୱାମୀ ଘଟାଇଲେ ଅଜବ କାଣ୍ଡ

Odisha Halchal

Leave a Comment