ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମାଟିତଳେ ମାଓବାଦୀ ପୋତି ଥିଲେ ଆଇଡି

ମାଟିତଳେ ମାଓବାଦୀ ପୋତି ଥିଲେ ଆଇଡି

ମାଲକାନଗିରି:- ପୋଲିସକୁ ମିଳିଛି ସଫଳତା। କାଲିମେଳା ଥାନା ଅଞ୍ଚଳର ଦୟାଲୁତୁଙ୍ଗ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରିଛି। ବିପୁଳ ପରିମାଣରେ ମାଓ ବିସ୍ପୋରକ ସାମଗ୍ରୀ ଉଦ୍ଧାର କଲେ ଯବାନ। ବିଶେଷ ସୂତ୍ରରୁ ଖବର ପାଇ ଡିଭିଏଫ ବାହିନୀ ପକ୍ଷରୁ କୁମ୍ବିଂ ସହିତ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ। ଦୟାଲୁତୁଙ୍ଗ ଜଙ୍ଗଲରୁ ମାଓବାଦୀଙ୍କ ଡମ୍ପ ଠାବ କରିଛି ଯବାନ ।

ଯେଉଁଥିରେ ୧୯୦ଟି ଜିଲେଟିନ ସହିତ ୧୨ଟି ଆଇଡି ରହିଛି । ଚଳିତ ନିର୍ବାଚନ ସମୟରେ ମାଓବାଦୀ ଙ୍କ ପକ୍ଷରୁ କିଛି ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ସମସ୍ତ ବିସ୍ପୋରକ ସାମଗ୍ରୀ ହୁଏତ, ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ମାଓବାଦୀ।

ତେବେ ବର୍ତ୍ତମାନ ସମୟର ଯାହା ବଡ଼ ଖବର ରହିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଦୟାଲୁତୁଙ୍ଗ ଜଙ୍ଗଲରୁ ଯବାନ ପକ୍ଷରୁ ମାଓବାଦୀ ଲୁଚେଇ ରଖିଥିବା ବିସ୍ପୋରକ ସାମଗ୍ରୀ ଠାବ କରିଛନ୍ତି ଯେଉଁଥିରେ ୧୨ଟି ଆଇଡି ବୋମା ସହିତ ୧୯୦ଟି ଜିଲୋଟେନ ରହିଛି। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ନୀତେଶ ୱଦବାନୀ।

Related posts

୪୦ଟି ସ୍ଥାନରେ ରେଡ୍ କଲା ED: ଚାଇନିଜ୍ କମ୍ପାନୀରେ ଅର୍ଥ ହେରଫେର

Odisha Halchal

ସାମ୍ନାକୁ ଆସିଲା ଗୋବିନ୍ଦଙ୍କ ଆତ୍ମହତ୍ୟା ସ୍ଥାନ,ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

Odisha Halchal

ଆନ୍ଦୋଳନ ସତ୍ତ୍ୱେ ଥମୁନି ଦର: ଗ୍ରାହକଙ୍କୁ ମହଙ୍ଗା ମାଡ

Odisha Halchal

Leave a Comment