ଅପରାଧଓଡ଼ିଶା ଖବରନ୍ୟୁଜ୍

ପେଟ୍ରୋଲ ଯୋଗୁଁ ଧରା ପଡିଲା ଚୋର

ପେଟ୍ରୋଲ ଯୋଗୁଁ ଧରା ପଡିଲା ଚୋର

କଟକ:-ଗତ 13ତାରିଖ ଦିନ କେନ୍ଦ୍ରାପଡା ଅଞ୍ଚଳରୁ କଟକ-ଚାନ୍ଦବାଲି ରାସ୍ତାରେ ଦମ୍ପତ୍ତିଙ୍କ ଠାରୁ ସୁନା ଚେନ ଲୁଟିବାକୁ ଚେଷ୍ଟା କରି ଚମ୍ପଟ ମାରିଥିବା ଚୋର ।

ଦୁଇ ଜଣ ବାଇକ ରେ ଆସିବା ବେଳେ ନିଶ୍ଚିନ୍ତକୋଇଲି କଲେଜ ଛକ ପେଟ୍ରୋଲ ପମ୍ପ ନିକଟରେ ତେଲ ସାରି ଯିବାରୁ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ଯାଇ ସେମାନଙ୍କୁ ପିଛା କରି ଆସୁଥିବା ଲୋକଙ୍କ ସହ ଧରାପଡ଼ି ଛେଚା ଖାଇଥିଲେ ।

ସେଥି ମଦଜ୍ଞରୁ ଜଣେ ବାଇକ ନେଇ ଖସି ପଳେଇଥିଲା। ଧରପଡିଯାଇଥିବା ଲୁଟେରା ନାଁ ହେଉଛି ଯାଜପୁର ଅଞ୍ଚଳର ଶଶୀକାନ୍ତ ଜେନା। ଅଧିକ ପଚରାଉଚରା ପରେ ତାହା ଠାରୁ 3ଟି ସୁନା ଚେନ, ଖେଳଣା ବନ୍ଧୁକ, ଛୁରୀ ଓ ବେନାମୀ ନମ୍ବର ପ୍ଲେଟ ଜବତ କରିଛି। ଏନେଇ ଆଜି ନିଶ୍ଚିନ୍ତକୋଇଲି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର sdpo ସୂଚନା ଦେଇଛନ୍ତି।

Related posts

ସରକାରୀ ଅର୍ଥର ଆତ୍ମସାତ

Odisha Halchal

କାମ ର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

Odisha Halchal

ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଯାତ୍ରା

Odisha Halchal

Leave a Comment