ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରେମ ପାଇଁ ସ୍ୱାମୀ ହେଲା ତୁଚ୍ଛ

ପ୍ରେମ ପାଇଁ ସ୍ୱାମୀ ହେଲା ତୁଚ୍ଛ

ବାଲେଶ୍ୱର:-ନାରୀ ତୋର ଏ କି ରୂପ ନାରୀ ତୋର ଏ କି ରୂପ ତୁ ଛଳନା କରୁ ତୁ, ପ୍ରତାରଣା କରୁ ତୁ ଠକି ଦେଉ କିନ୍ତୁ ତୁ ଏମିତି ଆଉ କାହା ପ୍ରେମ ପାଇଁ ନିଜ ସ୍ୱାମୀ କୁ ଛାଡି ଦେଉ ବୋଲି ମୁଁ ଆଜି ଜାଣିଲି, ହଁ ଦର୍ଶକ ବନ୍ଧୁ ଆମେ ଏଠି କୌଣସି ନାରୀ ଜାତି କୁ ଅସନମାନ କରିବାକୁ ଚାହୁଁହୁ ଆମେ, ସବୁବେଳେ ଆମେ ନାରୀ ଜାତି ସନମାନ ଦେଉଛୁ କିନ୍ତୁ ଏ ନାରୀ ଙ୍କୁ ଏମିତି କହିବାର ଅନେକ ଅର୍ଥ ରହିଛି ଯାହା ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ।

ଯିଏ ଅଗ୍ନି କୁ ସାକ୍ଷୀ ରଖି ସ୍ୱାମୀ କୁ ସାତ ଜନ୍ମ ପାଇଁ ନିଜର କରିବାର କଥା ଦେଇଥିବା ସ୍ତ୍ରୀ ଆଜି ଆଉ ଜଣ ଙ୍କ ପ୍ରେମ ପାଇଁ ସ୍ୱାମୀ ଙ୍କୁ ରୋଗ ଶଯ୍ୟା ରେ ଛାଡି ଆଉ ଜଣଙ୍କୁ ବିଭାହ କରୁଥିବା ଦେଖିବାକୁ ମିଳିଛି ସୂଚନା ମୁତାବକ,ସ୍ୱାମୀ ରୋଗ ଶଯ୍ୟାରେ ସ୍ତ୍ରୀ 13 ମାସର ଝିଅ କୁ ନେଇ ପ୍ରେମିକ ସହ ଛୁ । ପ୍ରେମ ପାଇଁ ସ୍ୱାମୀ ହେଲା ତୁଛ । ଏ ଭଳି କିଛି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ । ସୂଚନା ମୁତାବକ ଛୋମୌଜ ଗ୍ରାମର କୁଞ୍ଜ ବିହାରୀ ଦତ୍ତ ଙ୍କ ପତ୍ନୀ ଦୀପିକା ଙ୍କ ସହ ଖରିଦା ଗ୍ରାମର କମଳାକାନ୍ତ ଙ୍କ ସହ ପ୍ରେମ ସମ୍ପର୍କ 3 ବର୍ଷ ତଳେ ଗଢି ଉଠିଥିଲା ।

ଏ ବାବଦରେ ସ୍ୱାମୀ କୁଞ୍ଜ ବିହାରୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଅବସ୍ଥା ରହି ଜାଣିବାକୁ ପାଇଥିଲେ। ଏ ସବୁ ଜାଣି ବିରୋଧ କରିବାରୁ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଗତ କାଲି କୁଞ୍ଜ ବିହାରୀ ଭୁବନେଶ୍ୱର ଚିକିତ୍ସା ପାଇଁ ଯିବା ବେଳେ କୁଞ୍ଜବିହାରୀ ଙ୍କୁ ଜଳେଶ୍ୱର ଷ୍ଟେସନ ରେ ଛାଡ଼ି ପ୍ରେମିକ କମଳାକାନ୍ତ ଙ୍କୁ ଫୋନ କରି ଡାକି ପଳେଇଯାଇଥିଲେ ପରେ ସ୍ତ୍ରୀ ସିଧା ସଳଖ ତାଙ୍କ ସ୍ୱାମୀ ଙ୍କୁ କହିଦେଇଥିଲେ ମୁଁ ଆଉ ତୁମ ପାଖକୁ ଫେରିବିନି । କମଳା କାନ୍ତ ଜଳେଶ୍ୱର ରେ ଗୋଟିଏ ରେସିଡେଣ୍ଟ କଲେଜ ପାଇଁ ମାର୍କେଟିଙ୍ଗ ପୋଷ୍ଟ ରେ ଥିବା ବେଳେ ତାଙ୍କର ଉପରିସ୍ଥ ଅଧିକାରୀ କମଳାକାନ୍ତ ଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଉଭୟ ବାହାଘର ପାଇଁ ରାଜି ହୋଇଛନ୍ତି ।

Related posts

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

Odisha Halchal

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍

Odisha Halchal

ଅନନ୍ତନାଗରେ ଏକକାଉଣ୍ଟର୍ , ୩ ଆତଙ୍କବାଦୀ ନିପାତ

Odisha Halchal

Leave a Comment