ଓଡ଼ିଶା ଖବରନ୍ୟୁଜ୍

ନିଜ ବାଇକ ରେ ନିଜେ ଦୁର୍ଘଟଣା

ନିଜ ବାଇକ ରେ ନିଜେ ଦୁର୍ଘଟଣା

ମୁନିଗୁଡା:- ଗୋର୍ବଦ୍ଦନ ସ୍ଥିତ ଏକ ପ୍ଲାଟିନା ବାଇକ ସହ ଜଣେ ଦୁର୍ଘଟଣା ମୁନିଗୁଡାରୁ ବିଷମକଟକ ଅଭିମୁଖ ଯାଉଥିବା ସମୟରେ ମୁଖ୍ଯ ରାସ୍ତାରରେ ବ୍ଯକ୍ତି ଜଣକ ଏକ ପ୍ଲାଟିନା ଗାଡିରେ ସନ୍ଦ୍ଯା ୭ ଟା ୫୦ ମିନଟ ସମୟରେ ଗୋର୍ବଦ୍ଦନ ନିକଟସ୍ଥ ଏକ ବାଇକ୍ ଯୋଗେ ନିଜେ ଦୁର୍ଘଟଣା ଗସ୍ତ ହୋଇ ରକ୍ତାତ ହୋଇ ଅଛି ।

ସେ ଗୁଡାରୀ ବ୍ଲକର ସିରିଗୁଡା ବୋଲି ଜଣାପଡୁଛି ଏନେଇ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ମଧ୍ଯ ବିଲମ୍ବିତ ଆସିଥିବା ନେଇ ବିଷମକଟକର ତାଙ୍କର ଜଣେ ବନ୍ଦୁ ଆସି ବିଷମକଟକ ମେଡିକାଲ କୁ ଏକ କାର୍ ଯୋଗେ ଦୁର୍ଘଟଣାର ହୋଇଥିବା ବ୍ଯକ୍ତିଙ୍କୁ ଘଟଣା ସ୍ଥଳେ ମୁନିଗୁଡା ପୋଲିସ ପହଞ୍ଚି ସ୍ଥାନାନ୍ତର କରିଥିଲେ ବିଷମକଟକ ମେଡିକାଲ କୁ ।

ଓ ବାଇକ କୁ ଜବତ କଲା ମୁନିଗୁଡା ପୋଲିସ ଗାଡି ନମ୍ବର OD18 G 47 97 ବୋଲି ଜଣାପଡିଛି ।କେଉଁ କାରଣରୁ ମୁନିଗୁଡା ଆସିଥିଲେ ଓ ମଦ୍ଯା ପାନ କରି ଗାଡି ଚଲାଉଛନ୍ତି ତାହା ମୁନିଗୁଡା ପୋଲିସ ତଦନ୍ତ ଜାରି ରଖଛି ।

Related posts

ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ

Odisha Halchal

ଫେକ୍ ସିମ୍ କାର୍ଡ ଜବତ ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

Odisha Halchal

ଏସଡିପିଓ ଓ ଆଇଆଇସିଙ୍କୁ ଗଞ୍ଜେଇ ଵୋଝେଇ ଗାଡି ଚଢାଇ ହତ୍ୟା କରିବା ଉଦ୍ୟମ ପଣ୍ଡ

Odisha Halchal

Leave a Comment