ଓଡ଼ିଶା ଖବରଖେଳଦେଶ ବିଦେଶନ୍ୟୁଜ୍

ଆଜିର ଖବର

ଆଜିର ଖବର

ଭୁବନେଶ୍ୱର (ବ୍ୟୁରୋ ଓଡିଶା ହାଲଚାଲ):-(୧)-ଆଜି ଦିନ ୧୧ଟା ୪୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି।(୨)-ଭାବବିହ୍ୱଳ ପରିବେଶରେ ନବ ଦାସଙ୍କ ଦ୍ୱାଦଶାହ: ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।(୩)-୧୧ରେ କଟକ ବିଦ୍ୟାଧରପୁର NRRIରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ, ରାଇସ କଂଗ୍ରେସର କରିବେ ଉଦଘାଟନ।(୪)-ଖଣି ଓ ଇସ୍ପାତ ବିଭାଗରେ ନିଯୁକ୍ତି ପାଇଲେ ୬୫ ଅଧିକାରୀ।(୫)-ବିଏମ୍‌ସିକୁ ଝଟକା: ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ।

(୬)-ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ।(୭)-କିଟ୍ କାର୍ନଭାଲ ଷ୍ଟାର ନାଇଟ୍‌ରେ ଜଲଓ୍ୱା ଦେଖାଇଲେ ବଲିଉଡ ଗାୟିକା ସୁନିଧି ଚୌହାନ, ନାଚିଲେ ଛାତ୍ରଛାତ୍ରୀ।(୮)-ମେ’ ରେ OJEE, ଆଜିଠୁ ପଞ୍ଜିକରଣ ଆରମ୍ଭ, ମାର୍ଚ୍ଚ ୨୦ ଯାଏଁ ଚାଲିବ।(୯)-ସୁଶାନ୍ତ କୁମାର ମହାନ୍ତି ନୂଆ ସୂଚନା କମିଶନର ନିଯୁକ୍ତ।(୧୦)-ଜଷ୍ଟିସ ଶତ୍ରୁଘନ ପୂଜାହାରୀ ହେଲେ ଓଡ଼ିଶା ମାନବାଧିକାର କମିଶନ ନୂଆ ଅଧ୍ୟକ୍ଷ।(୧୧)-ବ୍ରହ୍ମପୁର:ଗଞ୍ଜେଇ ଚାଲାଣ ଯାଞ୍ଚ କରୁ କରୁ ମିଳିଲା ୧୮ ଲକ୍ଷ ଟଙ୍କା, ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ।(୧୨)-ବଲାଙ୍ଗିର ସଡକ ଦୁର୍ଘଟଣା, ସ୍ଵାମୀଙ୍କ ପରେ ହସ୍ପିଟାଲ୍‌ରେ ଆଖି ବୁଜିଲେ ସ୍ତ୍ରୀ ଏବଂ ଶିଶୁ।(୧୩)-କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ:ଅଭାବନୀୟ ଦୃଶ୍ୟ, ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ବାମୀ।

(୧୪)-ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟର ଆଶାନୁରୂପ ସଫଳତା ହାସଲ ।(୧୫)-୨୦୨୨ ରେ ଭାରତୀୟ ନାଗରିକତା ଛାଡ଼ିଛନ୍ତି ୨,୨୫ ଲକ୍ଷ ଲୋକ, ସଂସଦରେ ସୂଚନା ଦେଲେ ସରକାର।(୧୬)-ରାମ ରହିମଙ୍କ ପାରୋଲକୁ ନେଇ ଉଠିଲା ପ୍ରଶ୍ନ, ହରିୟାଣା-ପଞ୍ଜାବ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ।(୧୭)-ଆସାମ ବାଲ୍ୟ ବିବାହ ଗିରଫଦାରୀ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଲା; ୭୮ ମହିଳା ବି ଆରେଷ୍ଟ।।(୧୮)-ମହିଳା T-20 ବିଶ୍ଵ କପ ଆଜିଠାରୁ।ଟ୍ରଫି ହାସଲ ଲକ୍ଷରେ ହରମନପ୍ରୀତ ବାହିନୀ।(୧୯)-ତୁର୍କୀ-ସିରିୟା ଭୂମିକମ୍ପ: ୭୨ ଘଣ୍ଟା ପରେ ବି ବଞ୍ଚିଛି ଜୀବନ, ମୃତ୍ୟୁସଂଖ୍ୟା ୨୦ ହଜାର ଟପିଲା।

Related posts

ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Odisha Halchal

ଛାତ୍ରୀଙ୍କୁ ଜୋରଜବରଦସ୍ତ ଅସଦାଚରଣ

Odisha Halchal

ଚୋର କୁ ଧରିଲେ ବଜାର ଲୋକେ

Odisha Halchal

Leave a Comment