ଅପରାଧଓଡ଼ିଶା ଖବରନ୍ୟୁଜ୍

ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକା

ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକା

ସୁବର୍ଣ୍ଣପୁର:-(ନି :ପ୍ର ଓଡିଶା ହାଲଚାଲ) ଜିଲ୍ଲରେ ଏବେ ଜୁଆ ଖେଳ ତଥା ଘୁଡୁ ଘୁଡୁ ପଟି ର ଚାହିଦା ବେଶ ବଢିବା ରେ ଲାଗିଛି l ସେ କୌଣସି ମ୍ୟlଚ ପାଖରେ ହେଉ କି କୌଣସି ଯାତ୍ରା ରେ ହେଉ କିମ୍ବା ଦୈନନ୍ଦିନ କୋଣସି ସ୍ଥାନ ରେ ବ୍ୟବସାୟ ପାଇଁ ହେଉ ବେଶ ବଢୁଛି ଚାହିଦା l

ଏହାର ଉଦାହରଣ ଦେଖିବାକୁ ମିଳିଛି ଡୁଙ୍ଗୁରିପାଲି ଥାନା ଅଧୀନ ରେ ଥିବା କେନ୍ଦୁଟିକିରା ଖେଳ ପଡିଆ ରେ l ଖୋଦ ପୁଲିସ ବାବୁ ଙ୍କ ଜାଣତ ରେ ଚାଲିଛି ଘୁଡୁଘୁଡୁ ପଟି ଖେଳ ହେଲେ ପୁଲିସ ବାବୁ ନିରବ ସତେ ଯେପରି ଜାଣି ନ ଜାଣିଲା ପରୀ ତେବେ ଏଥିରୁ ପଟି ମାଲିକ ଙ୍କ ସହ ପୋଲିସ ବାବୁ ଙ୍କ ମଧୁଚନ୍ଦ୍ରିକା କେତେ ବେଶ ବାରି ହୋଇ ପଡୁଛି l

ତେବେ ବର୍ତମାନ ଅମଳ ଧାନ ର ବିକ୍ରି ସମୟ ଥିବାରୁ ଲୋକେ ଅମଳ ଧାନବିକ୍ରି ଟଙ୍କା ଓ ସଞ୍ଚିତ ଧନ କୁ ଜୁଆ ରେ ବାଜି ଲଗାଇ ସର୍ବଶାନ୍ତ ହେବା କଥା କୁ ଏଡାଇ ଦିଆ ଯାଇ ନ ପରେ l ତେଣୁ କରି ଉପରିସ୍ଥ ଅଧିକାରୀ ତୁରନ୍ତ ବନ୍ଦ କରିବାର ପଦକ୍ଷେପ ନେବାକୁ ବୁଦ୍ଧିଯିବି ମହ ଲ ରେ ମତ ପ୍ରକାଶ ପାଉଛି l

Related posts

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡ

Odisha Halchal

ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ

Odisha Halchal

ସମାଧାନ ପାଇଁ ଟଙ୍କା ଦାବି

Odisha Halchal

Leave a Comment