ଓଡ଼ିଶା ଖବରନ୍ୟୁଜ୍

ଆବାସ ବଣ୍ଟନରେ ଚଞ୍ଚକତା କୁ ନେଇ ବିଜେପିର ବ୍ଳକ ଘେରାଉ

ଆବାସ ବଣ୍ଟନରେ ଚଞ୍ଚକତା କୁ ନେଇ ବିଜେପିର ବ୍ଳକ ଘେରାଉ

ଗଞ୍ଜାମ:-(ରିପୋର୍ଟ:- ପୂର୍ଣ୍ଣ ଚନ୍ଦ୍ର ପୋଲାଈ)ବୁଗୁଡା ବ୍ଳକର ବିଭିନ୍ନ ପଞ୍ଚାୟତରେ ଆବାସ ତାଲିକା ପ୍ରକାଶ ପାଇବାପରେ ଆବାସ ବଣ୍ଟନରେ ଚଞ୍ଚକତା ଦେଖାଦେଇଛି !

ଏବଂ ଗରିବ ଅସହାୟ ଚାଳଛପର ଘରେ ରହି ଦିନ ବିତାଉଥିବା ମଣିଷ ପାଇଁ ଆଜି ଆବାସ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ଯାହାକୁ ନେଇ ଆଜି ଘୁମୁସର ସଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ନେତୃତ୍ୱ ରେ ବୁଗୁଡା ବିଜେପି ପକ୍ଷରୁ ବୁଗୁଡା ବ୍ଳକ ଅଫିସ୍ କୁ ଘେରାଉ କରାଯଇଥିଲା!

ଏଥିରେ ଯୁବମୋର୍ଚା ସଭାପତି ଦୀପକ ପ୍ରଧାନ, ମଣ୍ଡଳ ସଭାପତି ସୂର୍ଯ୍ୟନାରାୟଣ ମହାନ୍ତି, ଭଗବାନ ଜେନା,ହରିକୃଷ୍ଣ ସାହୁ,ନଟବର ଜେନା ଗୌରୀ ପ୍ରଧାନ, କାର୍ତ୍ତିକ ମଙ୍ଗାଳ ଓ ବହୁ କର୍ମୀ ଯୋଗଦେଇ ତୁରନ୍ତ ଏହାର ସମାଧାନ ଓ ପୁନହ ଚୟନ କରି ପ୍ରକୁତ ହିତାଦିକାରି ଙ୍କୁ ଆବାସ ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ବିଡିଓ ବାସୁଦେବ ନାୟକଙ୍କୁ ପ୍ରଦାନ କରିଥିଲେ!

Related posts

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌, ତାଲା ଭାଙ୍ଗି ଲୁଟି ନେଲେ ସୁନାଗହଣା-ହୁଣ୍ଡି

Odisha Halchal

ବଡ଼ଦରଲୀପଡା ନାଲା ପୋଲରେ ଏକ ବାଇକ ଦୁର୍ଘଟଣା

Odisha Halchal

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

Odisha Halchal

Leave a Comment