ଓଡ଼ିଶା ଖବରନ୍ୟୁଜ୍

କେବେ ମିଳିବ ଗରିବଙ୍କୁ ନିଜର ହକ

କେବେ ମିଳିବ ଗରିବଙ୍କୁ ନିଜର ହକ

ଭଦ୍ରକ :-(ରିପୋର୍ଟ :-ସୁଦେଶ ପରିଡ଼ା)ପାଲ ତଳେ ଥିବା ଲୋକଙ୍କୁ ଆବାସ ଯୋଜନା ମନା !ବର୍ତମାନ ଆବାସ ଯୋଜନା ଲିଷ୍ଟ ସାର୍ବଜନୀନ ହେଇଥିବା ବେଳେ ଚିନ୍ତା ରେ ପାଲ ତଳେ ଥିବା ଲୋକ ।ତେବେ ଏହି ଲିଷ୍ଟ କେଉଁ ଆଧାର ରେ ହେଇଛି ତାହା ଲୋକଙ୍କ ମନରେ ପ୍ରଶ୍ନ ? ତେବେ ଆସନ୍ତୁ ଦେଖିବା ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ଜଳମନ୍ଦୁଆ ପଞ୍ଚାୟତ ରେ ଥିବା କିଛି ଲୋକ ଯେଉଁ ମାନକର ର ପୁରୁଣା ଲିଷ୍ଟ ରେ ନାମ ଥିଲା କିନ୍ତୁ ବର୍ତ୍ତମାନ ନୂତନ ଲିଷ୍ଟ ରେ ସେମାନଙ୍କ ନାମ ନାହି ।

ଏମିତିକି ପାଲ ତଳେ ସେମାନେ ଜୀବନ ବିତାଉଛନ୍ତି କିନ୍ତୁ ସେମାନଙ୍କ ନାମ କାଟି ଦେଇଥିବା ଅଭିଯୋଗ ହେଇଛି ।ତେବେ ଏଭଳି ଘଟଣା ଅନେକ ଗୁଡ଼ିଏ ଅଛି ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ପାଲ ଏବଂ ଛପର ତଳେ ଥିବା ଲୋକ ! ତେବେ ପଞ୍ଚାୟତ ରେ ମରା ଯାଇଥିବା ଲିଷ୍ଟ ରେ କେବଳ ଅଭିଯୋଗ କରିବା ପାଇଁ ବାକ୍ସ ବସିଥିବା ବେଳେ କିପରି ଗରିବ ଲୋକ ଯେଉଁ ମାନକର ନାମ ନାହି ତାଙ୍କ ନାମ କିପରି ଯୋଡ଼ା ଯିବା ସେ ସୁବିଧା ନି ନାହି ।

ତେବେ ଯେଉଁ ମାନେ ପାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପକ୍କା ଘର ଥିବା ମଧ୍ୟ ଅଭିଯୋଗ ହେଉଛି ।ତେବେ ଆସନ୍ତୁ ଶୁଣିବା ଏ ନେଇ କଣ କହୁଛନ୍ତି ଯେଉଁ ମନେ ଆବାସ ଯୋଜନା ରେ ନିଜ ନାଁ ନାହି ଏବଂ ପ୍ରକୃତ ହିତାଧିକାରୀ କାହିକି ଏହି ଲିଷ୍ଟ ରୁ ବା ଦ ପଡିଛନ୍ତି ତାହା ସାଧାରଣ ରେ ଚର୍ଚ୍ଚା ।ଦେଖିବାକୁ ବାକି ରହିଲା ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଭଣ୍ଡାରି ପୋଖରୀ ବ୍ଲକ କର୍ତୁପକ୍ଷ ଏ ନେଇ କଣ୍ ପଦକ୍ଷେପ ନେଉଛନ୍ତି ।

 

Related posts

ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି

Odisha Halchal

ପୋଲିସ କବଜାରେ ପାଣିପମ୍ପ ଚୋର

Odisha Halchal

ପୁଣି ବିବାଦ ଘେରକୁ ଆସିଛନ୍ତି ଶ୍ରମ ମନ୍ତ୍ରୀ

Odisha Halchal

Leave a Comment