ଓଡ଼ିଶା ଖବରନ୍ୟୁଜ୍

ହାତୀ ଉପଦ୍ରବ ,ଆତଙ୍କ ର ସଚେତନତା କାର୍ଯ୍ୟକ୍ରମ

ହାତୀ ଉପଦ୍ରବ ,ଆତଙ୍କ ର ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର:-(ରିପୋର୍ଟ :-ଗୁଲସନ କୁମାର )ସୀମାନ୍ତ ବର୍ତ୍ତୀ ରାଇଘର ବନାଞ୍ଚଳ ର ବନ ଉପଖଣ୍ଡ କୁନ୍ଦେଇ ଠାରେ ହାତୀ ଉପଦ୍ରବ /ଆତଙ୍କ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମ ରେ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର, ଉମେରକୋଟ ବିଦ୍ୟୁତ ବିଭାଗୀୟ ଉପନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ସେନାପତି, ରାଇଘର ବନଖଣ୍ଡ ଅଧିକାରୀ ତନୁଜା କାର୍ତିକ, କୁନ୍ଦେଇ ବନପାଳ ପ୍ରଫୁଲ ମାଝୀ, ରାଇଘର ବନପାଳ ରାମଚନ୍ଦ୍ର ଜାନି,କୁନ୍ଦେଇ ଏ.ଏସ. ଆଇ ଏନ ଦେବେନ୍ଦ୍ର ରାଓ, ରାଇଘର ଏକ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ,ହାଟଭରଣ୍ଡି ସରପଞ୍ଚ କୁନ୍ତି ଗଣ୍ଡ, କୁନ୍ଦେଇ ସରପଞ୍ଚ ସୁନିତା ଗଣ୍ଡ,ସାଂସଦ ପ୍ରତିନିଧି ଶୁକଦେବ ଗଣ୍ଡ ଏବଂ କୁନ୍ଦେଇ, ହାଟଭରଣ୍ଡି, ଖିଲୋଲି, ଭୁରାକାମହଲି, ସେମରଡିହି, ସିଉନାପାଲି, ମାରିଙ୍ଗା, କାନାଡିହି, ଦରିପାରା, ସମ୍ବଲପୁର, କାଣ୍ଡେତରା, ଖୁଡୁକୁ, ଛାପରପାଣି, ଲାଲଭଟରଲି, ରାଜପୁର ପଘାରପାଣି,ଏହି ସମସ୍ତ ଗ୍ରାମର ବହୁତ ସଂଖ୍ୟାକ ଲୋକ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

Related posts

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

Odisha Halchal

ବିଦ୍ୟୁତ ତାର ଲାଗି ଚାଲିଗଲା ଜୀବନ

Odisha Halchal

ବ୍ଲକସ୍ତରୀୟ ଫୁଟବଲ ମ୍ୟାଚ ଶେଷ

Odisha Halchal

Leave a Comment