ଅପରାଧଓଡ଼ିଶା ଖବରନ୍ୟୁଜ୍

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

ନୂଆପଡା :-ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହ ।ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ ତହସିଲ କାର୍ଯାଳୟ ଠାରେ ଆଜି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଆର୍ଥୀକ ସଂସ୍ଥାମାନଙ୍କ ବିରୋଧରେ ଗଣ ସତ୍ୟାଗ୍ରହ କରିଥିଲେ।

ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବା ପାଇଁ ତହସିଲଦାରଙ୍କୁ ଭେଟି ସରକାରଙ୍କୁ ତାଙ୍କର ସମସ୍ୟା ବୁଝିବା ପାଇଁ ଅବଗତ କରିଥିଲେ।
ଦୁନିଆରେ ଲୋକମାନେ ଆର୍ଥିକ ସ୍ୱାଭାଲମ୍ବନ ହେବା ପାଇଁ ସାହାରା ଭଳି ଚିଟ ଫଣ୍ଡ ଓ ଆର୍ଥିକ ସଂସ୍ଥା ମାନଂକରେ ଟଙ୍କା ଜମା କରିଥିଲେ।

କିନ୍ତୁ ସେହି କମ୍ପାନୀଗୁଡିକ ଲୋକମାନଙ୍କ ଟଙ୍କା ନେଇ ଫେରସ୍ତ କରୁନାହିଁ କି ସଂସ୍ଥାର ନାଁ ଠିକଣା ମିଲୁନାହିଁ।ତେଣୁକରି ଜମାକାରୀ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ତେଣୁକରି ରାଜ୍ୟ ସରକାରଙ୍କୁ ସେମାନେ ଅନୁରୋଧ କରୁଛନ୍ତି କି ସେମାନଙ୍କ ଟଙ୍କା ଫେରସ୍ତକରିବା ସହ ଚିଟଫଣ୍ଡ କମ୍ପାନୀଗୁଡିକୁ ଚିହ୍ନଟ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବା ଦରକାର।

Related posts

ଇଡିର ସମସ୍ତ କ୍ଷମତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

Odisha Halchal

ରାଜଧାନୀରୁ ଉଦ୍ଧାର ହେଲା ଆହତ ହରିଣ, ଚିକିତ୍ସା ପାଇଁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ୍‌

Odisha Halchal

ଆଇନଜୀବୀଙ୍କୁ ଚାପି ଦେଲା ଟ୍ରକ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

Odisha Halchal

Leave a Comment