ଓଡ଼ିଶା ଖବରନ୍ୟୁଜ୍

ଶିକାରୀ ନିଜେ ହୋଇଗଲା ଶିକାର

ଶିକାରୀ ନିଜେ ହୋଇଗଲା ଶିକାର

ଜମନକିରା:-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର)ଜମନକିରା ଥାନା ଅନ୍ତର୍ଗତ ବଡରମା ରେଞ୍ଜ ଅନ୍ତର୍ଗତ ପଣ୍ଡିବାହଲ ଗ୍ରାମରୁ 5ଜଣ ଯୁବକ ଶିକାର ପାଇଁ ପାଖ ଜଙ୍ଗଲ କୁ ଯାଇଥିଲେ ଜଙ୍ଗଲରେ ଜନ୍ତୁ ଘଉଡ଼ାଇବା ସମୟରେ ଜଣେ ଶିକାରୀ ଆଉ ଜଣେ ଶିକାରୀ କୁ ଭଲ ଭାବରେ ଦେଖି ନପାରି କୌଣସି ଜନ୍ତୁ ଭାବି ଗୁଳି ଚାଳନା କରିଥିଲେ ।

ଫଳରେ ଗୁଳି ଟି ସିଧା ଯାଇ ଶିରିଡ଼ି ଗ୍ରାମର ରାଜେନ୍ଦ୍ର କିଶାନ (ରାଜୁ)କୁ ବାଜିଥିଲା ଫଳରେ ରାଜେନ୍ଦ୍ର ଙ୍କ ସେଇଠାରେ ମୃତ୍ୟୁ ହୋଇଥିଲା,ଜମନକିରା ପୋଲିସ ବର୍ତ୍ତମାନ ଘଟଣା ସ୍ଥଳକୁ ଆସି ଚୋରା ବନ୍ଧୁକ ଓ ଶିକାରୀ ପାଇଁ ଯାଇଥିବା ଅନ୍ୟ ଚାରି ଜଣ ଯୁବକ ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

Related posts

ବାଇକ କୁ ଧକ୍କା ଦେଲା ହାଇୱା, ଜଣେ ମୃତ ଦୁଇ ଗୁରୁତର

Odisha Halchal

ଟ୍ରୁକଲର୍ ୟୁଜର୍ସଙ୍କୁ ବଡ ଝଟ୍‌କା, ଏବେ ଆପ୍‌ରୁ ବନ୍ଦ ହୋଇଯିବ ଏହି ଫିଚର୍

Odisha Halchal

ନିଆଁରେ ପୋଡ଼ି ମହିଳା ଗୁରୁତର

Odisha Halchal

Leave a Comment