ଓଡ଼ିଶା ଖବରନ୍ୟୁଜ୍

ଜୀବନର ଯାତ୍ରାଟା ବାସ୍ତବରେ ଟିକେ ନିଆରା

ଜୀବନର ଯାତ୍ରାଟା ବାସ୍ତବରେ ଟିକେ ନିଆରା

ବାଲେଶ୍ୱର :-ସତରେ ଏ ଜୀବନ ର ଯାତ୍ରା ଟା ବାସ୍ତବ ରେ ଟିକେ ନିଆରା କର୍ମ ମୟୀ ଜୀବନ ରେ କିଛି କିଛି ଦୃଶ୍ୟ ଆମକୁ ବିଚଳିତ କରିଦିଏ, ଏଇ ଯେମିତି ଆମେ ଦେଖାଉଥିବା କିଛି ଭିଡ଼ିଓ, ହଁ ଦର୍ଶକ ବନ୍ଧୁ ଆମେ ଆମ ଜୀବନ ରେ ବହୁତ କିଛି ପାଇ ମଧ୍ୟ ଭଗବାନ ଦରବାର କୁ ସବୁବେଳେ ଦୋଷ ଦେଉ ଯେ ଭଗବାନ ମୋତେ କିଛି ଦେଲେନି ଆମ ପାଖରେ ବସ୍ତ୍ର, ବାସଗୃହ ଖାଦ୍ୟ ରହି ମଧ୍ୟ ଆହୁରି କିଛି ମାଗୁ ପ୍ରଭୁ ଆମକୁ ଏହା ଦିଅ ସେହା ଦିଅ, ହେଲେ ଏଇ ଦୃଶ୍ୟ କୁ ଟିକେ ଦେଖିଲେ।

ଚିତ୍ର ନମ୍ବର 1-ଜଣେ ବାପା ତା ପୁଅ କୁ ଧରି ଖୋଲା ଆକାଶ ରେ ଅସନା ସ୍ଥାନ ରେ ସୁଈ ତାକୁ ଗଳ୍ପ ଟିଏ କହୁଛି।
ଚିତ୍ର -ନମ୍ବର 2 ଏ ହେଉଛନ୍ତି କୁନି ଦୁଇ ଭାଇ ଯିଏ ଦେଶ ର ଭବିଷ୍ୟତ ଗଢିବା ପାଇଁ ସପ୍ନ ଦେଖିବା ବଦଳ ରେ ଆସନ୍ତା କାଲି ପେଟ ର ଦାନା କଥା ଚିନ୍ତା କରୁଛନ୍ତି।
ଏ ହେଉଛି ଚିତ୍ର ନମ୍ବର 3 ଷ୍ଟେସନ ପାଖରେ ଥିବା ହୋଟେଲ ରୁ ମିଳିଥିବା କିଛି ବଳକା ଖାଦ୍ୟ ଖାଇ ଭୋକ ମେଣ୍ଟାଇବା ପାଇଁ ଚାହୁଁଛନ୍ତି।
ଏ ହେଉଛି ଚିତ୍ର ନମ୍ବର 4 -ଜଣେ ବ୍ୟକ୍ତି ଙ୍କୁ କିଭଳି ବଣୁଆ ମଶା ମାନେ ଝୁଣି ପକାଉଛନ୍ତି ତଥାପି ସେ ନିଜର ପରିଶ୍ରମ ମେଣ୍ଟାଇବା ପାଇଁ ସେ ସୋଇ ପଡିଛନ୍ତି।

ହଁ ଦର୍ଶକ ବନ୍ଧୁ ଏମିତି ବହୁତ କିଛି ଦୃଶ୍ୟ ଆପଣ ମାନଙ୍କୁ ବିଚଳିତ କରିଦେବ ଯାହା ଆମ ବାଲେଶ୍ୱର ପ୍ରତିନିଧି ସୌରଭ ରାଉଳ ଙ୍କୁ କରିଥିଲା ଆମେ ସମସ୍ତେ ଜୀବନ ବ୍ୟପି କାର୍ଯ୍ୟ ସାରି ଆମେ ଘରେ ଟିକେ ବିଶ୍ରାମ ନେଉଛନ୍ତି ହେଲେ ଏମାନଂକ ବିଶ୍ରାମ ବୋଲି କିଛି ନାହଁ। ଆମେ ଆମ ପିଲାଙ୍କ ଭବିଷ୍ୟତ ପାଇଁ ସ୍କୁଲ କଲେଜ ରେ ଶିକ୍ଷା ଦେବା ପାଇଁ ସବୁବେଳେ ଚେଷ୍ଠିତ ରହୁ ହେଲେ ଏ ପିଲା ମାନଙ୍କ ବାପା ମା ଏମାନଂକ ପେଟ ରେ ଦାନା ଦେବା ପାଇଁ ସବୁବେଳେ ସଂଗ୍ରାମ କରନ୍ତି ଖରା ବର୍ଷା ଖାଇ ଭୁକ ଉପାସ ରେ ଜୀବନ ବିତାଉଛନ୍ତି।

ଏମାନେ ଦିନେ ଖାଇଲେ ଦୁଇ ଦିନ ଉପାସ ଯାହା ବଞ୍ଚିବା କଷ୍ଟ ସାଧ୍ୟ ହେଇପଡୁଛି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱର ଷ୍ଟେସନ ରେ ଯାହା କି ଦୁଖଦଃ ଏବଂ ଅଭାବନୀୟ।ସତରେ ଆମେ ଆମ ଜୀବନ ରେ ବହୁତ କିଛି ଖୁସି ରେ ଜୀବନ ବିତାଉଛି କିନ୍ତୁ ଏମାନଂକ କଥା ଭାବିଲେ ଆପଣଙ୍କ ଆଖିରୁ ନିଶ୍ଚୟ ଲୁହ ଟୋପେ ଆସିବା ଟା ଥୟ। ହେଲେ ଆମେ ଏଠାରେ ଏକ ପ୍ରଶ୍ନ ଉଠାଇବା କୁ ବାଧ୍ୟ୍ୟ ହେଉଛି ସରକାର ସବୁବେଳେ କହୁଛନ୍ତି ପ୍ରତେକ ମଣିଷ ଜଣେ ଜଣେ ସରକାର ଯଦି ପ୍ରତେକ ମଣିଷ ସରକାର ତାହେଲେ ଏମାନେ କଣ ମଣିଷ ନୁହେଁ ନା ନାଗରିକ ନୁହେଁ କାହିଁକି ସରକାର ଙ୍କ ର ଏଭଳି ମାନସିକତା କାହିଁକି ଏମାନଂକୁ ଥଇଥାନ ର ବ୍ୟବସ୍ତା କରାଯାଉନି, ହେଲେ କଥା ଅଛି କୁଆଡେ ଏ ହେଉଛି କର୍ମ ର ଫଳ।

Related posts

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

Odisha Halchal

ହତ୍ୟା ପଛରେ ରହିଛି କି ଏହି ଭିଡିଓ, ଶର୍ମିଷ୍ଠାଙ୍କ ପରେ ପୁରୀ ସି ବିଚରେ ନିରଞ୍ଜନଙ୍କ ଭିଡିଓ ଭାଇରାଲ,

Odisha Halchal

ବାହା ହେବାକୁ ଇମୋସନାଲ୍‌ ଡ୍ରାମା କରୁଥିଲା ରସିକିଆ ନକଲି ଡାକ୍ତର

Odisha Halchal

Leave a Comment