ଅପରାଧଓଡ଼ିଶା ଖବରନ୍ୟୁଜ୍

ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲା : ଜଣେ ଯୁବକ ଗିରଫ

ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲା ଜଣେ ଯୁବକ ଗିରଫ

ହତ୍ୟା ମାମଲାରେ ଜଣେ ଯୁବକ ଗିରଫ । ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲାରେ ଯୁବକ ଜଣଙ୍କ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ଶେଖ୍ ଶୁକ୍ରୁ ।

ଶେଖ୍ ଶୁକ୍ରୁଙ୍କ ନାମରେ ପୂର୍ବରୁ ୧୦ଟି ମାମଲା ଥିବା ପୋଲିସ ସୂଚନା ଦେଇଛି ।ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇଠାରେ ଗତ ୯ ତାରିଖରେ ଶିବ ବେହେରାଙ୍କୁ ହତ୍ୟା କରାଯାଇଥିଲା ।

ହତ୍ୟା ଅଭିଯୋଗରେ ଶେଖ୍ ଶୁକ୍ରୁ ନାମକ ଯୁବକଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।

Related posts

ଅଟକି ଥିବା ଟ୍ରକ୍କ କୁ ପିଟିଲା ସ୍କର୍ପିଓ

Odisha Halchal

ବିଧାୟକ ଓ ମନ୍ତ୍ରୀ ଙ୍କ ଉପସ୍ଥିତରେ ଜଳିଗଲା କେବିନ

Odisha Halchal

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

Odisha Halchal

Leave a Comment