Tuesday, August 9, 2022
Homeଅପରାଧଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲା : ଜଣେ ଯୁବକ ଗିରଫ

ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲା : ଜଣେ ଯୁବକ ଗିରଫ

ହତ୍ୟା ମାମଲାରେ ଜଣେ ଯୁବକ ଗିରଫ । ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲାରେ ଯୁବକ ଜଣଙ୍କ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ଶେଖ୍ ଶୁକ୍ରୁ ।

ଶେଖ୍ ଶୁକ୍ରୁଙ୍କ ନାମରେ ପୂର୍ବରୁ ୧୦ଟି ମାମଲା ଥିବା ପୋଲିସ ସୂଚନା ଦେଇଛି ।ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇଠାରେ ଗତ ୯ ତାରିଖରେ ଶିବ ବେହେରାଙ୍କୁ ହତ୍ୟା କରାଯାଇଥିଲା ।

ହତ୍ୟା ଅଭିଯୋଗରେ ଶେଖ୍ ଶୁକ୍ରୁ ନାମକ ଯୁବକଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର