ଓଡ଼ିଶା ଖବରନ୍ୟୁଜ୍

ପଣସପଡିଆ ଛକଠାରେ ସିରିଜ ଦୁର୍ଘଟଣା

ପଣସପଡିଆ ଛକଠାରେ ସିରିଜ ଦୁର୍ଘଟଣା

କଟକ:-(ରିପୋର୍ଟ-ତୁଷାର ଜ୍ୟୋତି ନାୟକ )ଚାନ୍ଦବାଲି ମୁଖ୍ୟ ରାସ୍ତାର ପଣସପଡିଆ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା। ରାସ୍ତାରେ ଛିଡ଼ା ହୋଇଥିବା ଏକ ଦଶଚକିଆ ଟ୍ରକ୍ ପଛରେ ପିଟିଲା କ୍ଷୀର ବୋଝେଇ ଟ୍ରକ। କ୍ଷୀର ବୋଝେଇ ଟ୍ରକକୁ ପଛରୁ ପିଟିଲା ଇଣ୍ଡିଗୋ କାର।

ଘଟଣାରେ ତିନି ଗୁରୁତରଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣ ଇଣ୍ଡିଗୋ କାର ଯାତ୍ରୀ ହୋଇଥିବା ବେଳେ ଅନ୍ୟଜଣେ କ୍ଷୀର ବୋଝେଇ ଟ୍ରକର କର୍ମଚାରୀ ଥିବା ସୂଚନା। ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସମସ୍ତ ଗାଡ଼ି କୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି।

ନିଶ୍ଚିତକୋଇଲି କଟକ ଚାନ୍ଦବାଲି ରାସ୍ତା ର ପଣସପଡିଆ ଛକଠାରେ ସିରିଜ ଦୁର୍ଘଟଣା, ଏକ ଦଶଚକିଆ ପଛରେ ପିଟିଲା ପିଟିହେଲା କ୍ଷୀର ବୋଝେଇ ଟ୍ରକ, ଟ୍ରକ ପଛରେ ପିଟିଲା କାର, ତିନି ଗୁରୁତର ଅବସ୍ଥା ରେ ନିଶ୍ଚିତକୋଇଲି ମେଡିକାଲ ରେ ଭର୍ତ୍ତି ।

Related posts

ଆଜି ଦୋଳ ପୂର୍ଣ୍ଣିମା

Odisha Halchal

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

Odisha Halchal

ପାଣି ପାଇଁ ତଳମୁଣ୍ଡ ଚାଷୀଙ୍କ ରାଜପଥ ଅବରୋଧ

Odisha Halchal

Leave a Comment