ଓଡ଼ିଶା ଖବରନ୍ୟୁଜ୍

ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା, ଓଲଟିଲା ବାଜା ପାର୍ଟି ପିକଅପ୍‌ ଗାଡ଼ି, ୯ ଗୁରୁତର

ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା, ଓଲଟିଲା ବାଜା ପାର୍ଟି ପିକଅପ୍‌ ଗାଡ଼ି, ୯ ଗୁରୁତର

ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା । ଏକ ବାଜା ପାର୍ଟି ପିକଅପ୍ ଗାଡ଼ି ଓଲଟି ପଡ଼ିବାରୁ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l

Related posts

ନାବାଳିକାକୁ ଦୁଇ ଭାଇ ମିଶି ରେପ୍‌

Odisha Halchal

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

Odisha Halchal

ବିଜେଡିର ଜନସମ୍ପର୍କ ପଦଯାତ୍ରା

Odisha Halchal

Leave a Comment