ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକାକୁ ପ୍ରେମିକର ଅପହରଣ

ନାବାଳିକାକୁ ପ୍ରେମିକର ଅପହରଣ

କଟକ:-(ରିପୋର୍ଟ-ତୁଷାର ଜ୍ୟୋତି ନାୟକ)ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ତାର ପ୍ରେମିକ ଅପହରଣ କରିଥିବା ଘଟଣାରେ।ନାବାଳିକା ମା ମାହାଙ୍ଗା ଥାନାରେ ଏତେଲା ଦେଇଥିଲେ। ସମ୍ପୃକ୍ତ ଯୁବକକୁ ମାହାଙ୍ଗା ଥାନା ପୋଲିସ୍ ଭୁବନେଶ୍ୱର ରୁ ଗିରଫ କରି ଵା ସହ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରି ଦୁଇଜଣଙ୍କ ଡାକ୍ତରୀ ମଇନା କରିବାସହ ଅଭିଯୁକ୍ତ ଯୁବକ କୁ କୋର୍ଟ ଚାଲାଣ କରିଛି l

l ତେବେ ସମ୍ପୃକ୍ତ ଯୁବକ ଜଣଙ୍କ ହେଲେ ଇଟା ମୁଣ୍ଡୁଳି ଗ୍ରାମର ବୋଲି ଜଣା ପଡିଛି l ଗତ ୨୧ ତାରିଖ ନାବାଳିକା କୁ ଗୁର୍ଗା ପ୍ରସାଦ ଅପହରଣ କରିଥିଲାl ମାହାଙ୍ଗା ପୋଲିସ ଚଢ଼ାଉ କରି ଅପହୃତା ନାବାଳିକା କୁ ଉଦ୍ଧାର କରିବା ସହ ସଂମ୍ପୃକ୍ତ ଯୁବକ କୁ ଗିରଫ କରି ଥାନାକୁ ଆଣିଥିଲା l

ତେବେ ଆଜି ଉଭୟଙ୍କ ଡାକ୍ତରୀ ମଇନା ପରେ ସଂମ୍ପୃକ୍ତ ଯୁବକ କୁ ପୋକ୍ସ ଧାରା ଅନୁଯାୟୀ କୋର୍ଟ ଚାଲାଣ କରିଥିବାବେଳେ ନାବାଳିକା କୁ ସାଲେପୁର JMFC କୋର୍ଟ ରେ ହାଜର କରିଛି l ମାହାଙ୍ଗା ଥାନା କେସ ନମ୍ବର ୮୭/୨୨ ରେ ମାମଲା ରୁଜୁ ହୋଇଛି lhttps://youtu.be/i_yiF3on-1Q

Related posts

ମଝି ରାସ୍ତାରେ ବୁଲିଲା ଖଣ୍ଡା

Odisha Halchal

୧୫୦୦୦ ଫୁଟ ଉଚ୍ଚତାରେ ଗଣତନ୍ତ୍ର ଦିବସ ପାଳନ

Odisha Halchal

ଖେଳ ଖେଳୁଥିବା ସମୟରେ ଅଘଟଣ

Odisha Halchal

Leave a Comment