Month : October 2022

ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ସାମ୍ପୁ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

Odisha Halchal
ଯଦି ଆପଣ ସାମ୍ପୁ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାମ୍ପୁ ବ୍ୟବହାର ଦ୍ୱାରା ହୋଇପାରେ କ୍ୟାନସର ରୋଗ । ତେବେ ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଚଉରା ପୂଜା କରୁଥିଲେ ମହିଳା, ଚେନ୍‌ ଝାମ୍ପି ନେଲା ଲୁଟେରା

Odisha Halchal
ଘର ପରିସରରେ ଚଉରା ମୂଳେ ପୂଜା କରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ମହିଳା। ଲୁଟେରା ପୂରା ସନ୍ତର୍ପଣରେ ଆସି ତାଙ୍କ ବେକ୍‌ରୁ ଚେନ୍ ଟାଣି ନେଇଗଲା। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ।...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

କିଆରାଙ୍କ ସହ ସମୟ ବିତାଇବାକୁ ବାହାନା ଖୋଜୁଛନ୍ତି ସିଦ୍ଧାର୍ଥ

Odisha Halchal
ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଫିଲ୍ମ ‘ଥାଙ୍କ୍‌ ଗଡ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଫିଲ୍ମଟି ହଲ୍‌ରେ ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ନଜର...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଜେଲ ଫେରିଲେ ଅର୍ଚ୍ଚନା, ପ୍ରତିକ୍ରିୟା ଦେବା ବେଳେ ଭିଡ଼ି ନେଲା ପୁଲିସ୍‌

Odisha Halchal
ମାସେ ପରେ କ୍ୟାମେରା ଲେନ୍ସରେ କଏଦ ହୋଇଛି ହନିଟ୍ରାପ କ୍ୱିଇନ ତଥା ଲେଡି ବ୍ଲାକମେର ଅର୍ଚ୍ଚନା ନାଗଙ୍କ ଚେହେରା। ଆଜି ତାଙ୍କୁ କମିଶନରେଟ୍‌ ପୁଲିସ୍‌ କଡ଼ା ସୁରକ୍ଷାବଳୟ ମଧ୍ୟରେ ଝାରପଡ଼ା ଜେଲରୁ ନେଇ ଭୁବନେଶ୍ୱର...
ଓଡ଼ିଶା ଖବରନ୍ୟୁଜ୍

ମାଓ କେମ୍ପ ଠାବ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ SP

Odisha Halchal
ନୂଆପଡା:-(ରିପୋର୍ଟ:-ଚେତୁରାମ ପ୍ରଧାନୀ) ଛତିଶଗଡ଼ ଓ ଓଡିଶା ସୀମା ବୋଡେ଼ନ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଗତ ୨୩ ତାରିଖ ଦିନ କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ଓ ଜବାନ ଙ୍କ ମଧ୍ୟରେ ମୁହାଁମୁହିଁ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଛେଳି ଚୋରକୁ ଧରି ପୋଲିସ ରେ ଜିମାଦେଲେ

Odisha Halchal
ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ଛେଳି ଚୋରକୁ ଧରି ପୋଲିସ ରେ ଦେଲେ ଗ୍ରାମବାସୀ।ଘଟଣା ଟି ଘଟିଛି ବୌଦ୍ଧି ଜିଲ୍ଲାରେ।ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପାଇକବାହାଳ ଗ୍ରାମରେ ଥିବା...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

Odisha Halchal
ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ: ଭାଙ୍ଗିଲା ଘରଦ୍ୱାର, ନେଲା ୧୧ ଜଣଙ୍କର ଜୀବନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ବାଙ୍ଗାଲାଦେଶରେ ସ୍ଥଳଭାଗ ଛୁଇଁଛି...
ଓଡ଼ିଶା ଖବରନ୍ୟୁଜ୍

ଆଦର୍ଶ ମାହାଙ୍ଗା ପକ୍ଷରୁ ଓଏଏସ ବିଭୁପ୍ରସାଦଙ୍କୁ ସମ୍ବର୍ଦ୍ଧନା

Odisha Halchal
କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ମାହାଙ୍ଗାର ଅଗ୍ରଣୀ ସାମାଜିକ ସଂଗଠନ ଆଦର୍ଶ ମାହାଙ୍ଗା ପକ୍ଷରୁ ପ୍ରତିଭାପୂଜା ସ୍ୱରୂପ ଆଜି OAS ଉତ୍ତୀର୍ଣ୍ଣ ଶ୍ରୀ ବିଭୁପ୍ରସାଦ ସିଂଙ୍କୁ ତାଙ୍କ ବାସଭବନ ଗୋପାଳପୁର ଠାରେ ସମ୍ବର୍ଦ୍ଧନା...
ଦେଶ ବିଦେଶନ୍ୟୁଜ୍

ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର

Odisha Halchal
ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର,କିଛି ଜାଣିବା ଆଗରୁ ଜିଅନ୍ତା ଜଳିଗଲେ ରାଞ୍ଚିର କାଣ୍ଟାଟୋଲିରେ ଥିବା ଖାଦଗଡା ବସ୍ ଷ୍ଟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବସଷ୍ଟାଣ୍ଡରେ ରହିଥିବା ବସ୍‌ରେ...
ଓଡ଼ିଶା ଖବରନ୍ୟୁଜ୍

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଆରମ୍ଭ ହେବ ହକି ମହାକୁମ୍ଭ

Odisha Halchal
ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ। ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । FIH ହକି ପ୍ରୋ ଲିଗ ୨୦୨୨-୨୩ରେ ଅଂଶଗ୍ରହଣ କରିବେ ଭାରତ ସମେତ ସ୍ପେନ ଓ...