ଓଡ଼ିଶା ଖବରନ୍ୟୁଜ୍

କଳିଙ୍ଗର ବରପୁତ୍ର ଓ ସ୍ବାଭିମାନୀ ଓଡ଼ିଆଙ୍କ ୧୦୭ ତମ ଜନ୍ମ ଜୟନ୍ତୀ

କଳିଙ୍ଗର ବରପୁତ୍ର ଓ ସ୍ବାଭିମାନୀ ଓଡ଼ିଆଙ୍କ ୧୦୭ ତମ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡ଼ା:-ପ୍ରବାଦପୁରୁଷ, କଳିଙ୍ଗର ବରପୁତ୍ର ଓ ସ୍ବାଭିମାନୀ ଓଡ଼ିଆ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମୋହନ ମୂରଲୀ ପୀଠ ଗିରଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାକାଳପଡା ଓ ମାର୍ଶାଘାଇ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁସବ୍ୟସାଚୀ ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯାର୍ପଣ କରିଥିଲେ। ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ।

ଏହି ବୈଠକରେ ମାର୍ଶାଘାଇ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଂଜୟ କୁମାର ଲେଙ୍କା, ଜିଲ୍ଲା ବିଜେଡି ଉପସଭାପତି ଗଙ୍ଗାଧର ପରିଡା, ମହାକାଳପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତ, ମାର୍ଶାଘାଇ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଉର୍ମିଳା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ଅନୁରାଧା ସ୍ବାଇଁ, ସୁବୋଧ କୁମାର ଲେଙ୍କା, ପ୍ରତାପ କୁମାର ମଲ୍ଲିକ, ଦୂର୍ଗାବତୀ ପ୍ରଧାନ, ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ, ଆତ୍ମା ଅଧ୍ୟକ୍ଷ ବିଜୟ କୁମାର ଜେନା, ପୂର୍ବତନ ଆତ୍ମା ଅଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କବିତା ମଲ୍ଲିକ, ନଳିନୀପ୍ରଭା ଚୌଧୁରୀ, ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ରାଜୁ କୁବେର ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ସ୍ମୃତି ସାଉଁଟିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଟିକରପଙ୍ଗା ପଞ୍ଚାୟତର ସରପଞ୍ଚ ଜ୍ଯୋତିରଞ୍ଜନ ଖଟୁଆ, ସମିତି ସଭ୍ୟ ରାଜବିହାରୀ ମିଶ୍ର, ତିଖିରୀ ପଞ୍ଚାୟତର ସମିତିସଭ୍ଯା ଅରୁଣା ରାଉତ, ଖୁରୁଷିଆ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ରାଉତରାୟ, ଗଡରୋମିତ ସରପଞ୍ଚ ପ୍ରିୟଙ୍କା ସାମଲ, ବଡକୂଳ ସରପଞ୍ଚ ପ୍ରଜ୍ଞା ପାରମିତା କର, ସମିତି ସଭ୍ୟା ସବିତା ସ୍ବାଇଁ, ଜମ୍ବୁ ସରପଞ୍ଚ ବିଶ୍ବଜିତ୍ ବସୁ, ବଟିରା ପଞ୍ଚାୟତ ସମିତି ସଭ୍ୟା ସୁନତୀ ଦାସ, ବିଜୟନଗର ସରପଞ୍ଚ ରୂପସ୍ବିନୀ ସାହୁ, ବାରଡାଙ୍ଗ ସରପଞ୍ଚ ତଥା ମହାକାଳପଡ଼ା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଅରବିନ୍ଦ ଜେନା, ଅନ୍ତେଇ ସରପଞ୍ଚ ସଂଜୟ ସେଠୀ, ବିଜୁ ମହିଳା ଜନତା ଦଳର ରାଜ୍ୟ ସଂପାଦିକା ସୁରଭି ଜେନା, ମହାକାଳପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷା ସରୋଜିନୀ ସେଠୀ, ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ ଦାସ, ଜିଲ୍ଲା ସମ୍ପାଦକ ଧର୍ମପଦ ଦାସ, ଯୁବନେତା ସର୍ବେଶ୍ଵର ଦାସ, ବିମଲ କୁମାର ଦାସ, ଅଜୟ କୁମାର ରାଉତ ପ୍ରମୁଖଙ୍କ ଉପସ୍ଥିତ ଥିଲେ।

Related posts

ବଢୁଛି ବଜ୍ରକାପ୍ତା ଚାଲାଣ, ରାଜ୍ୟ ବାହାରକୁ ଜୀବନ୍ତ ବଜ୍ରକାପ୍ତା ଚାଲାଣ ପାଇଁ ଚାଲିଥିଲା ଡିଲ୍‌, ପହଞ୍ଚିଗଲା ପୋଲିସ୍‌

Odisha Halchal

ସାନଭାଇକୁ ହାଣିଦେଲା ବଡ଼ ଭାଇ

Odisha Halchal

ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର

Odisha Halchal

Leave a Comment