ଅପରାଧଓଡ଼ିଶା ଖବରନ୍ୟୁଜ୍

ସାଇବର ଠକଙ୍କ ହାତରେ ସଙ୍ଖି କଣ୍ଢେଇ ଭିଭିଆଇପି

ସାଇବର ଠକଙ୍କ ହାତରେ ସଙ୍ଖି କଣ୍ଢେଇ ଭିଭିଆଇପି

କେନ୍ଦ୍ରାପଡା:-(ରିପୋର୍ଟ୍ -ଜନ୍ମେଜୟ ବିଶ୍ଵାଳ)ଟଙ୍କା ମାଗୁଛନ୍ତି ବାଚସ୍ପତି! ସାଇବର ଠକଙ୍କ ହାତରେ ସଙ୍ଖି କଣ୍ଢେଇ ଭିଭିଆଇପି କାହାକୁ ଛାଡୁ ନାହାଁନ୍ତି ଯେତେବେଳେ ଯାହାକୁ ଚାହୁଁଛନ୍ତି ତାକୁ ନଚାଉଛନ୍ତି ।

ସାଇବର ଜାଲରେ କିଏ କେତେବେଳେ ବି ଫଶିପାରେସାଇବର ଠକଙ୍କ ଟ୍ରାର୍ଗେଟରେ ଏବେ ବଡ଼ ରାଜନେତା ବାଚସ୍ପତି ଓମ୍ ବିଲ୍ଲାଙ୍କ ନାଁ କୁ ବ୍ୟବହାର କରି ହୋଇଛି ଠକେଇ ଉଦ୍ୟମ। ପୂର୍ବରୁ ବାଚସ୍ପତିଙ୍କ ନାଁ କହି ସାଇବର ଠକେଇ ପାଇଁ ଉଦ୍ୟମ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଠକେଇର ଆଉ ଏକ କଳା କାରନାମା।

ଏହି ଠକଙ୍କ ହାବୁଡ଼ରେ ପଡିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି ତାଙ୍କୁ ଆସିଥିବା ଏହି ମେସେଜ କୁ ଭଲଭାବରେ ଦେଖନ୍ତୁ। 9480918183 ନମ୍ବରେ ଥିବା WhatsApp ରେ ବାଚସ୍ପତି ଓମ୍ ବିଲ୍ଲାଙ୍କ ଫଟୋ ଲଗାଯାଇଛି। ଆଉ ଏହି ନମ୍ବରେ ଅନୁଭବଙ୍କ ପାଖକୁ ପଠାଯାଇଛି ମେସେଜ୍।

ଏହା ନାସ୍ପସଟ୍ କୁ ସେୟାର କରି ସାଇବର ସେଲକୁ ଅବଗତ କରିଛନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଂସଦ ଅନୁଭବ। ତେବେ ଠକକୁ ଧରିବା ଏତେ ସହଜ ନୁହେଁ।

Related posts

ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Odisha Halchal

ବସ ଦୁର୍ଘଟଣାରେ ଜଣେ ମୃତ୍ୟୁ ୧୪ଗୁରୁତର

Odisha Halchal

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

Odisha Halchal

Leave a Comment