ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଓବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ର ପଣ୍ଡ

ମାଓବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ର ପଣ୍ଡ

ମାଲକାନଗିରି:-(ରିପୋର୍ଟ:-କ୍ରିଷ୍ଣପଦୋ ରାୟ)ପୁଣି ସୀମାବର୍ତି ଜଙ୍ଗଲରୁ ମାଓ ଡମ୍ପ ଉପରେ ସୁରକ୍ଷା ବାହିନୀ ଚଢ଼ାଉ କରିବା ସହିତ, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଠାବ କରିଛନ୍ତି। ଯେଉଁଥିରେ ୨ ଟି ଦେଶି ଗନ, ୬ଟି ଆଇଡି, ଡିଟୋନେଟର, ତାର ସହିତ ମାଓବାଦୀ ବ୍ୟବହାର କରୁଥିବା ବହୁ ନିତ୍ୟ ଆବଶ୍ୟକ ସାମଗ୍ରୀ ଯବାନ ପକ୍ଷରୁ ଠାବ କରିଛନ୍ତି।

ତେବେ ଯବାନକୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀଙ୍କ ପକ୍ଷରୁ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିଲା । ଏକ ବିଶେଷ ଗୁଇନ୍ଦା ସୂତ୍ରରୁ ଖବର ପାଇ ମାଥିଲି ଅଞ୍ଚଳର ତୁଲସୀ ପାହାଡ଼ କଟୁଆ ପଦର ଗ୍ରାମ ନିକଟ ଜଙ୍ଗଲରେ ମାଲକାନଗିରି ପୋଲିସ ର ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ ସର୍ଚ ଅପରେସନ କରିଥିଲେ। କଟିଆ ପଦର ଜଙ୍ଗଲ କୁ ଚଢ଼ାଉ କରିବା ସହିତ ମାଓ ଡମ୍ପ ଠାବ କରିଛନ୍ତି । ପୁଣି ସୀମାବର୍ତି ଜଙ୍ଗଲରେ ମାଓ ଡମ୍ପ ଉପରେ ସୁରକ୍ଷା ବାହିନୀର ଚଢ଼ାଉ ସହିତ, ମାଓ ବିସ୍ପୋରକ ସାମଗ୍ରୀ ଠାବ ।

ଯେଉଁଥିରେ ୨ ଟି ଦେଶି ଗନ, ୬ଟି ଆଇଡି, ଡିଟୋନେଟର, ତାର ସହିତ ମାଓବାଦୀ ବ୍ୟବହାର କରୁଥିବା ବହୁ ନିତ୍ୟ ଆବଶ୍ୟକ ସାମଗ୍ରୀ ଯବାନ ପକ୍ଷରୁ ଠାବ କରିଛନ୍ତି। ତେବେ ଯବାନ ତଥା ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀଙ୍କ ପକ୍ଷରୁ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିଲା । ଏକ ବିଶେଷ ଗୁଇନ୍ଦା ସୂତ୍ରରୁ ଖବର ପାଇ ମାଥିଲି ଅଞ୍ଚଳର ତୁଲସୀ ପାହାଡ଼ କଟୁଆ ପଦର ଗ୍ରାମ ନିକଟ ଜଙ୍ଗଲରେ ମାଲକାନଗିରି ପୋଲିସ ର ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ ସର୍ଚ ଅପରେସନ କରିଥିଲେ।

Related posts

ଥାନା ସାମ୍ନାରେ କନେଷ୍ଟବଳଙ୍କ ମୃତଦେହ !

Odisha Halchal

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

Odisha Halchal

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍

Odisha Halchal

Leave a Comment